Thu. Oct 15th, 2026

Month: March 2023

ବିଶ୍ଵର ଅଧିକାଂଶ ଦେଶକୁ ଋଣ ଦେଇଛି ଚୀନ

ଚୀନ୍‌ର ଋଣ ଜାଲରେ ବିଶ୍ବର ବହୁ ଦେଶ। ପାକିସ୍ତାନ, ଶ୍ରୀଲଙ୍କା ସହିତ ମୋଟ ୨୨ଟି ବିକାଶଶୀଳ ଦେଶକୁ ବହୁ ପରିମାଣରେ ଲୋନ୍ ବାଣ୍ଟିଛି। ବର୍ତ୍ତମାନ ଏହି ଦେଶ ଋଣ ପରିଶୋଧ କରିବାରେ ଅସମର୍ଥ ଓ ତାଙ୍କ ଆଗରେ ଡିଫଲ୍ଟର ହେବାର ବିପଦ…

ପହିଲାରୁ ମହଙ୍ଗା ହେବ ଔଷଧର ମୂଲ୍ୟ

ବଢ଼ିବ ଔଷଧର ମୂଲ୍ୟ। ଏପ୍ରିଲ ୧ରୁ କେତେକ ଔଷଧର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଥିବା ସୂଚନା ମିଳିଛି। ସେଥିମଧ୍ୟରେ ରହିଛି ଆଣ୍ଟିବାୟୋଟିକ, ପେନ୍‌ କିଲର ବା ଯନ୍ତ୍ରଣା ନିବାରକ ବଟିକା, ସଂକ୍ରମଣ ନିରୋଧୀ ଓ ହୃଦ୍‌ରୋଗ ଚିକିତ୍ସା ଔଷଧ।…

ରାୟଗଡାରେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କଲେ ମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣାପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି…

ଏସ୍‌ସିବିରେ ବ୍ରେନ୍‌ ଡେଡ୍‌ ମହିଳାଙ୍କ କିଡ୍‌ନୀ କାଢ଼ି ୨ ରୋଗୀଙ୍କ ଠାରେ ପ୍ରତିରୋପଣ

ଶବ୍ଦ ଓଡିଶା ବ୍ୟୁରୋ:କଟକ ଏସସିବି ମେଡିକାଲର କିଡନୀ ପ୍ରତିରୋପଣରେ ପୁଣି ଏକ ସଫଳତା ନଜର ଆସିଛି। କଟକ ଜଗତପୁର ଅଞ୍ଚଳ ଜଣେ ବ୍ରେନ୍‌ ଡେଡ୍ ମହିଳାଙ୍କ ଅପରେସନ କରାଯାଇ ଦୁଇଟି କିଡନୀ କଢାଯାଇ ଦୁଇ ଜଣ କିଡ୍‌ନୀ ରୋଗୀଙ୍କ ଠାରେ ସଫଳ…

ବୌଦ୍ଧରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଅତର୍କିତ ଗୁଳିମାଡ଼

ଶବ୍ଦ ଓଡିଶା ବ୍ୟୁରୋ: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ । ଗତକାଲି ରାତିରେ ବୌଦ୍ଧ ବଘିଆପଡା ଖଲିଆପାଲି ଛକରେ ବନ କର୍ମଚାରୀଙ୍କ ଉପରେ ଗୁଳିମାଡ ହୋଇଥିବା ସୂଚନା । ଦୁର୍ବୃତଙ୍କ ଗୁଳିମାଡରେ ଦୁଇ ବନବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି…

ଆଜି ବାଜିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ। ଦିନ ସାଢେ ୧୧ଟାରେ ଘୋଷଣା ହେବ ତାରିଖ ।

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ । ଦିନ ସାଢେ ୧୧ଟାରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିସନ । ତେବେ ତାରିଖ ଘୋଷଣା କରିବା ପରେ…

ଆଜି ରୁକୁଣା ରଥଯାତ୍ରା : ସାଢେ ୩ଟାରେ ଆରମ୍ଭ ହେବ ରଥଟଣା

ଶବ୍ଦ ଓଡିଶା ବ୍ୟୁରୋ: ଆଜି ରୁକୁଣା ରଥଯାତ୍ରା । ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । ଦ୍ୱାଦଶୀ ଅର୍ଥାତ୍ ରବିବାର ଦିନ ମାଉସୀ ମା’ ଘରୁ ବାହୁଡିବେ । ଶ୍ରୀଲିଙ୍ଗରାଜଙ୍କ ରୁକୁଣା…

ସୃଷ୍ଟି ହୋଇପାରେ ପଶ୍ଚିମା ଝଡ଼: ୩ ଦିନ ହେବ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଆଜି ସୃଷ୍ଟି ହୋଇପାରେ ଆଉ ଏକ ପଶ୍ଚିମା ଝଡ଼ । ପ୍ରଭାବରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ୩୧ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ୭ ଜିଲ୍ଲାକୁ ଅଧିକ ବର୍ଷା…

ଆଖି ବୁଜିଲା ନାମିବ୍ୟାର ଚିତା ‘ଶାଶା’

ଶବ୍ଦ ଓଡିଶା ବ୍ୟୁରୋ: ଆଖି ବୁଜିଲା ଚିତା ‘ଶାଶା’ । ଗତବର୍ଷ ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି । କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ଏହି ୮ ଚିତା ମଧ୍ୟରୁ ମାଈ…

ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

ଶବ୍ଦ ଓଡିଶା ବ୍ୟୁରୋ: ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ମୃତକ ହେଉଛନ୍ତି ପ୍ରସନ୍ନଜିତ ପାଳ । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ଡ୍ୟୁଟିରେ ଥିବା ସମୟରେ ସେ ନିଜ ବନ୍ଧୁକରେ ନିଜେ ଗୁଳିକରି…