ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

ଶବ୍ଦ ଓଡିଶା ବ୍ୟୁରୋ: ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ମୃତକ ହେଉଛନ୍ତି ପ୍ରସନ୍ନଜିତ ପାଳ । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ଡ୍ୟୁଟିରେ ଥିବା ସମୟରେ ସେ ନିଜ ବନ୍ଧୁକରେ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସିଆରପିଏଫ ଯବାନଙ୍କ ଡ୍ୟୁଟି ରାତି ୧୦ ଟା ରୁ ୧୨ ଟା ପର୍ଯ୍ୟନ୍ତ ସୁରକ୍ଷା ଟାୱାର ଉପରେ ରହିଥିଲା । ତେବେ ପ୍ରସନ୍ନଜିତ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ ।

You May Also Like

More From Author

+ There are no comments

Add yours