Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବିଳମ୍ବିତ ରାତିରେ ଦିଲ୍ଲୀର ବଦରପୁର ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଛି । ସ୍ଥାନୀୟ କେଜି ଖୋସଲା କପଡା ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଦମକଳ ୱାହିନୀର 14ଟି ଗାଡି ନିଆଁକୁ ଆୟତ୍ତ ପାଇଁ ଲାଗିଥିୱା ବେଳେ ପରେ ଏହାକୁ ଆୟତ୍ତ କରାଯାଇପାରିଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଗୋଦାମରେ ଥିବା ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

Leave a Reply

Your email address will not be published. Required fields are marked *