ଘର କାନ୍ଥ ଭାଙ୍ଗି ଦୁର୍ବୁତ୍ତ ୫୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ
ଶବ୍ଦଓଡ଼ିଶା ବ୍ୟୁରୋ: ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ ଫୁଣ୍ଡେଲପଡା ଗ୍ରାମରେ ଡମୁ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତ ମଙ୍ଗଳବାର ରାତିରେ ଘର ପଛ ପଟ କାନ୍ଥ ଭାଙ୍ଗି ଘରେ ଥିବା 50 ହଜାର…