Thu. Oct 15th, 2026

Month: March 2023

ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନ୍‌ଭେନସନ୍‌ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ବଣ୍ଟନ କରିଛନ୍ତି। ସ୍ବଚ୍ଛ କର୍ମୀ,ସ୍ବଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ…

ନାଗାଲାଣ୍ଡରେ ବିଜେପି ରାଜ,ପ୍ରଥମ ଥର ପାଇଁ ଜିତିଲେ ଜଣେ ମହିଳା

ବିଧାନସଭା ନିର୍ବାଚନର ଭୋଟ ଗଣତିରେ ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ଭାଜପା ୪୦ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୩ ଏବଂ ଅନ୍ୟଦଳ ୧୭ ଆସନରେ ଆଗୁଆ ରହିଛନ୍ତି। ଭାଜପା ସହଜରେ…

ତ୍ରିପୁରାରେ ବିଜେପି ସରକାର,ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହା

ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ୟ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍‌ପି ୧୨ଟି ଆସନରେ ଆଗୁଆ…

ଗ୍ୟାସ ଦର ବୃଦ୍ଧି ନେଇ ବିଜେପିକୁ ଟାର୍ଗେଟ କଲେ ବିଜେଡି ବିଧାୟକ ସୋମ୍ୟ ରଞ୍ଜନ ପଟ୍ଟନାୟକ

ଶବ୍ଦଓଡ଼ିଶା ବ୍ୟୁରୋ:ଗତ କାଲି ସର୍ବଭାରତୀୟ ସ୍ତରରେ ଗ୍ୟାସ ଦର ବୃଦ୍ଧି ହେବ ନେଉ ଖବର ଆସିଥିଲା।ଗୋଟିଏ ପଟେ ଗ୍ୟାସ ଦର ପ୍ରତି ମାସରେ ଲଗାତାର ବଢି ଚାଲିଥିବା ବେଳେ କାଲି ଘରୋଇ ଏବଂ ବ୍ୟବସାୟିକ ଏଲପିଜି ସିଲିଣ୍ଡର ବଢିବା ଗ୍ରାହକଙ୍କ ଉପରେ…

ଭାରତରେ ପହଞ୍ଚିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲାନି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ଭବ୍ୟ ସ୍ବାଗତ

ଶବ୍ଦଓଡ଼ିଶା ବ୍ୟୁରୋ:ଆଜି ଭାରତରେ ପହଞ୍ଚିଛନ୍ତି ଇଟାଲୀ ପ୍ରାଧାନମନ୍ତ୍ରୀ ଜର୍ଜିଆ ମେଲାନି।ମେଲାନିଙ୍କୁ ରାଷ୍ଟ୍ରପତି ଭବନରେ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମେଲାନିଙ୍କ ସହିତ ଇଟାଲୀର ଉପମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଆଣ୍ଟେନିଓ ତାଜନି ମଧ୍ୟ ଭାରତରେ ପହଞ୍ଚିଛନ୍ତି।ତେବେ ପ୍ରଧାନମନ୍ତ୍ରୀ…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ରାଜସ୍ଥାନର ଯିବେ ୧୫୯ ବରିଷ୍ଠ ନାଗରିକ

ଶବ୍ଦଓଡ଼ିଶା ବ୍ୟୁରୋ: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ୨୦୨୨-୨୩ ବର୍ଷ ପାଇଁ ୧୫୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ । ଏହି ବରିଷ୍ଠ ନାଗରିକମାନେ ଚଳିତ ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଆଜମେର…

ସ୍ୱାମୀ-ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା, ଘଟଣାସ୍ଥଳରେ ପୁଲିସର ଛାନଭିନ

ଶବ୍ଦଓଡ଼ିଶା ବ୍ୟୁରୋ: ସୋରରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା । ଜିଲ୍ଲାର ସବିରା ଗାଁରେ ଏଭଳି ଘଟଣା ଘଟିଛି । ସ୍ୱାମୀ ରଘୁନାଥ ବେହେରା ଓ ସ୍ତ୍ରୀ ପ୍ରଭାତୀ ଘରଠାରୁ ୫୦୦ ମିଟର ଦୂରରେ ନିଜ ଫାର୍ମକୁ ଆସିଥିବା ବେଳେ କିଛି ଅଜଣା…

ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା

ଶବ୍ଦଓଡ଼ିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା। କଳାରେ ୨ଲକ୍ଷ ୧୯ହଜାର ୧୧୦ ଏବଂ ବାଣିଜ୍ୟରେ ୨୩,୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ…

ପିଣ୍ଟୁ ନନ୍ଦଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦଓଡ଼ିଶା ବ୍ୟୁରୋ: ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ । ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ…

ପିଣ୍ଟୁ ନନ୍ଦଙ୍କ ପରଲୋକ, ଲିଭର୍ ସିରୋସିସ୍ ରୋଗରେ ଥିଲେ ପୀଡିତ ।

ଶବ୍ଦଓଡ଼ିଶା ବ୍ୟୁରୋ: ଆଉ ନାହାନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ମାତ୍ର ୪୫ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ…