Thu. Oct 15th, 2026

Month: March 2023

୨ ମିନିଟରେ ଜଣେ ମହିଳାଙ୍କର ଗର୍ଭାବସ୍ଥା କିମ୍ବା ପ୍ରସବ ବେଳେ ମୃତ୍ୟୁ ।

ଶବ୍ଦ ଓଡ଼ିଶା ବ୍ୟୁରୋ: ପ୍ରତ୍ୟେକ ୨ ମିନିଟରେ ଜଣେ ମହିଳାଙ୍କର ଗର୍ଭାବସ୍ଥା କିମ୍ବା ପ୍ରସବ ବେଳେ ମୃତ୍ୟୁ ହେଉଛି । ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ମିଳିତ ଜାତିସଂଘର ରିପୋର୍ଟରୁ । ମହିଳାମାନେ ବିଶେଷ କରି ଗର୍ଭାବସ୍ଥା ସମୟରେ ଅନେକ…

ଆଜିଠାରୁ ମହିଳା ପ୍ରିମିୟର ଲିଗ୍ : ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ ଉଦଘାଟନୀ ମ୍ୟାଚ୍

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜିଠାରୁ ମହିଳା ପ୍ରିମିୟର ଲିଗ୍ । ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍‌, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟ‌ରେ…

ଖଣିବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଟଙ୍କା ଖଣି, ଘରୁ ମିଳିଲା ନଗଦ କୋଟିଏ ଟଙ୍କା

ଶବ୍ଦ ଓଡ଼ିଶା ବ୍ୟୁରୋ: ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ ମିଳିଲା ନଗଦ କୋଟିଏ ଟଙ୍କା । କେନ୍ଦୁଝର ଶିରିସପାଳ ସ୍ଥିତ ତାଙ୍କ ପୈତୃକ ଘର, ଘସିପୁରାର ଶ୍ୱଶୁର ଘର, ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ଥିବା ବାସଭବନ…

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା! ଏସପି ଅଫିସ ଘେରିବ ବିଜେପି ଯୁବମୋର୍ଚ୍ଚା

ଶବ୍ଦ ଓଡ଼ିଶା ବ୍ୟୁରୋ: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଆଜି ବିଜେପି ସବୁ ଏସପି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ । ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି…

ଲିଭର ‘ସିରୋସିସ୍’ କ’ଣ? କେମିତି ଜାଣିବେ ଲକ୍ଷଣ?

ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏହି ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ଏହି ରୋଗ ହୁଏ ? ଏହି ରୋଗ ହେଲେ…

ଆସୁଛି ଖରାଦିନ; କିପରି ରଖିବେ ନିଜକୁ ସୁରକ୍ଷିତ?

ଆସୁଛି ଗ୍ରୀଷ୍ମ ଋତୁ । ଚଳିତ ବର୍ଷ ଫେବୃଆରୀରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ତାପମାତ୍ରା ବୃଦ୍ଧିକୁ ଦେଖି ଅନୁମାନ କରାଯାଉଛି ଯେ ଆସନ୍ତା ମାସରେ ପ୍ରବଳ ଗରମ ଅନୁଭବ ହେବ । କେବଳ ଗରମ ନୁହେଁ…

କେତେ ସୁବିଧା ଆଣିବ ରାପିଡ ଟ୍ରେନ?

ରାପିଡ ଟ୍ରେନକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହାର ଫାଇଦା ବିଷୟରେ ଅନେକ ଲୋକ ଏବେ ବି ଜାଣି ନାହାନ୍ତି । ଏଥିରେ ଲୋକଙ୍କ ଯାଅ ଆସକୁ ସୁବିଧା କରିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ରାପିଡ ଟ୍ରେନର…

ଆର୍ଯ୍ୟଭୂମି ଲଦାଖ-ଭାଗ ୧୦

ପାଙ୍ଗଙ୍ଗ ହ୍ରଦ କୂଳରେ ଆଜିର ସନ୍ଧ୍ୟା। କୁଳରୁ ମାତ୍ର ଚାରି ମିନିଟ ଚାଲି ଆସିଲେ ପଡ଼ିବ ଆମ ତମ୍ବୁ। ତମ୍ବୁ ଭିତରେ ପଶିଗଲା ପରେ ଲାଗିଲା ଯେ, ଭିତର ଓ ବାହାର ତାପମାତ୍ରା ମଧ୍ଯରେ ଫରକ କେତେ। ତମ୍ବୁ’ର ସମ୍ମୁଖ ଭାଗ…

ବେକରେ ଦୌଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା

ଶବ୍ଦମିଡିଆ ବ୍ୟୁରୋ:(ଆପ୍ର )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ପୂଜାରୀଗୁଡା ଗ୍ରାମର ହଳଧର ଭୋଇଙ୍କ ସ୍ତ୍ରୀ ପୁନେ ଭୋଇ (୪୦) ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ…

ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ

ଶବ୍ଦମିଡିଆ ବ୍ୟୁରୋ:ଚନ୍ଦାହାଣ୍ଡି:(ଆପ୍ର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଝୁଲେନବର ଗ୍ରାମର ଟଙ୍କଧର ବାଘ (୨୨) ଏବଂ ସେହି ଗ୍ରାମର ଦୀପା ମାଝି (୨୦) ଦୁଇ ପ୍ରେମୀ ଯୁଗଳଙ୍କୁ ବିବାହ ପାଇଁ ସାମାଜିକ ସ୍ୱୀକୃତି ନମିଳିବାରୁ ଅନ୍ୟ ଉପାୟ ନ…