ପୁରୀ ମରଚିକୋଟ ଛକ ଅଗ୍ନିକାଣ୍ଡ ଘଟଣା,ସମ୍ରାଟ ହୋଟଲରେ ଏପର୍ଯ୍ୟନ୍ତ ଲିଭିନି ନିଆଁ
ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ : – ପୁରୀ ବଡଦାଣ୍ଡ ମରଚିକୋଟ ଛକରେ ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲରେ ଲାଗିଥିବା ନିଆଁ ଏବେ ମଧ୍ୟ ଲିଭିନି । ନାକେଦମ୍ ହେଲେଣି ଅଗ୍ନିଶମ କର୍ମଚାରୀ । ପୁରୀରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି…