ପୁରୀ ମରଚିକୋଟ ଛକ ଅଗ୍ନିକାଣ୍ଡ ଘଟଣା,ସମ୍ରାଟ ହୋଟଲରେ ଏପର୍ଯ୍ୟନ୍ତ ଲିଭିନି ନିଆଁ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ : – ପୁରୀ ବଡଦାଣ୍ଡ ମରଚିକୋଟ ଛକରେ ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲରେ ଲାଗିଥିବା ନିଆଁ ଏବେ ମଧ୍ୟ ଲିଭିନି । ନାକେଦମ୍‌ ହେଲେଣି ଅଗ୍ନିଶମ କର୍ମଚାରୀ । ପୁରୀରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡା ସୁରେଶ ଚନ୍ଦ୍ର ଦଳାଇ, ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଊପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଘଟଣା ସ୍ଥଳ ଓ କ୍ଷତି ଗ୍ରସ୍ତ ଆଶ୍ରୟ ସ୍ଥଳ ପରିଦର୍ଶନ କରିଛନ୍ତି ।

You May Also Like

More From Author

+ There are no comments

Add yours