Sun. Nov 29th, 2026

Month: March 2023

କୁଡୁମୀ ଜାତିକୁ ପୁନଃ ଆଦିବାସୀ ବର୍ଗରେ ସାମିଲ ଦାବି, ୬ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ

ଶବ୍ଦ ଓଡିଶା ବ୍ୟୁରୋ: କୁଡୁମୀ ଜାତିକୁ ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ଦାବିରେ “କୁଡୁମୀ ସେନା” ପକ୍ଷରୁ ଆଜି ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା । ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ…

ପୁରୀରେ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଶବ୍ଦ ଓଡିଶା ବ୍ୟୁରୋ: ବିଭିନ୍ନ ଅପରାଧରେ ଜଡ଼ିତ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଅପରାଧରେ ଜଡ଼ିତ ଥାଇ ଅଟକ ବା ଗିରଫ ହୋଇ ଭଲ ଆଚରଣ…

ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ବିକ୍ରମ…

ଆଉ ୪ଦିନ ରାଜ୍ୟରେ ବର୍ଷା ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । ଅଧିକ ବର୍ଷା ସମ୍ଭାବନା ନଥିଲେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।…

ପାଞ୍ଚ ଶହ ଟଙ୍କା ଭତ୍ତା ପାଇଁ ଅଟୋ ଭଡା ପାଞ୍ଚ ଶହ,ଖାଲି ହାତରେ ଫେରିଲେ ଦମ୍ପତି

ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଳସାପଡା ଗ୍ରାମର ମୁକୁନ୍ଦ ଦଣ୍ଡସେନା ଏବଂ ତାଙ୍କ ସ୍ତ୍ରୀ ସୁଶୀଳା ଦଣ୍ଡସେନା ।ଦୁଇ ବୃଦ୍ଧ ଦମ୍ପତି 500 ଟଙ୍କା ଭତ୍ତା ପାଇଁ 9 କି ମି 500 ଟଙ୍କା ଅଟୋ…

ପଶ୍ଚିମା ଝଡ଼ ପ୍ରଭାବ: ରାଜଧାନୀରେ କୁଆପଥର ବର୍ଷା

ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବରେ କୁଆପଥର ସହ ବର୍ଷା ହୋଇଛି । ରାଜଧାନୀରେ ବି କୁଆପଥର ପଡ଼ିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ…

କଟକଣାକୁ ଫୁ; ବିହାର ଷ୍ଟେସନରେ ଚାଲିଲା ପର୍ଣ୍ଣ

ରେଳ ଷ୍ଟେସନରେ ଚାଲିଲା ବ୍ଲୁ ଫିଲ୍ମ । ଲାଜରେ ମୁହଁ ତଳକୁ କରିଦେଲେ ଯାତ୍ରୀ । ଗୋଟେ କି ଦୁଇ ମିନିଟ ନୁହେଁ ଲଗାତାର ୩ ମିନିଟ ଧରି ଚାଲିଛି ବ୍ଲୁ ଫିଲ୍ମ । ରେଳ ଷ୍ଟେସନରେ ଲାଗିଥିବା ଟିଭି ସ୍କ୍ରିନରେ…

ସରିଲା ମାଟ୍ରିକ, ୩ରୁ ଖାତା ଦେଖା

ସରିଲା ମାଟ୍ରିକ ପରୀକ୍ଷା। ଏବେ ମୂଲ୍ୟାଙ୍କନର ବେଳ। ଆସନ୍ତା ମାସ ଏପ୍ରିଲ ୩ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଏନେଇ ବୋର୍ଡ ଅଧକ୍ଷ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ସମୟରେ କିଛି ତ୍ରୁଟି ଦେଖା ଦେଇଥିଲା,…

ଲାଭଦାୟକ ଗ୍ରୀନ ଟମାଟୋ

ଲାଭଦାୟକ ଗ୍ରୀନ ଟମାଟୋ। ଇମ୍ୟୁନିଟି ବୁଷ୍ଟ-କରୋନା ଜୀବାଣୁ ଯୁଗରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କାରଣ ଏହା ସଂକ୍ରମଣର ଆଶଙ୍କା ବଢାଇଥାଏ। ଯଦି ଆପଣ ଏହି ଗ୍ରୀନ ଟମାଟୋକୁ ନିୟମିତ ଖାଆନ୍ତି। ତେବେ ଏହା ଶରୀରରେ…

ପଖାଳ ଦିବସ: କ’ଣ କହୁଛି ଜଗନ୍ନାଥ ସଂସ୍କୃତି?

ଆଜି ମାର୍ଚ୍ଚ ୨୦ ଅର୍ଥାତ ବିଶ୍ୱ ପଖାଳ ଦିବସ । ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରୁଛନ୍ତି ଏହି ପଖାଳ ଦିବସ । ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି…