Thu. Oct 15th, 2026

Month: February 2023

ସଡ଼କ ଦୁର୍ଘଟଣାରେ: ୨ ମୃତ, ୬ ଆହତ

ଶବ୍ଦମିଡ଼ିଆ ବ୍ୟୁରୋ: ରାଜ୍ୟର ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସକାଳେ ପୁରୀ ଜିଲ୍ଲା ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡ଼ା ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।…

କେନ୍ଦୁଝର ଘରୋଇ କଲେଜ ହଷ୍ଟେଲରୁ ୪ଛାତ୍ର ନିଖୋଜ

ଶବ୍ଦମିଡ଼ିଆ ବ୍ୟୁରୋ: କେନ୍ଦୁଝରର ଘରୋଇ କଲେଜ ହଷ୍ଟେଲରୁ ୪ ଜଣ ଛାତ୍ର ନିଖୋଜ। ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଟାଉନ ଥାନା ବଡହଳ ସ୍ଥିତ କେଏସଇ କଲେଜ ହଷ୍ଟେଲରୁ ୪ଜଣ ଛାତ୍ର କୁଆଡେ ଚାଲିଯାଇଥିବା ଜଣାପଡିଛି…

୪ ଦିନିଆ ରିମାଣ୍ଡରେ ଟେକ୍ନିକାଲ ଅଫିସର ବାବୁରାମ ଦେ

ଶବ୍ଦମିଡ଼ିଆ ବ୍ୟୁରୋ: ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନକୁ ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲାରେ ଟେକ୍ନିକାଲ ଅଫିସର ବାବାରାମଙ୍କୁ ୪ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ବାବୁରାମଙ୍କ ସହ ତାଙ୍କ ବିଭାଗରେ କାମ କରୁଥିବା ଆଇଟିଆରର କିଛି ଅଧିକାରୀ ଓ କର୍ମଚାରୀଙ୍କୁ…

ମହିଳା ଟି-୨୦ ବିଶ୍ୱକପ ଫାଇନାଲ : ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର

ଶବ୍ଦମିଡ଼ିଆ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପର ଫାଇନାଲ ଆଜି ଖେଳାଯିୱ । ଗତଥର ବିଜେତା ଅଷ୍ଟ୍ରେଲିଆ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଯଦି ଦକ୍ଷିଣ ଆଫ୍ରିକା ଜିତେ ତାହାଲେ ଆୟୋଜକ ଭାବେ ବିଶ୍ବ କପ୍‌…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ।୨୦୨୩ ମସିହାର ଏହା ଦ୍ୱିତୀୟ ମନ କି ବାତ କାର୍ଯ୍ୟକ୍ରମର (୯୮) ତମ ସଂସ୍କରଣ।ପ୍ରତି ମାସର ଶେଷ ରବିବାର ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ।ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ୍ କି…

ଆଶ୍ଚର୍ଯ୍ୟ:ମହାରାଷ୍ଟ୍ରରେ ୫୧୨ କିଲୋ ପିଆଜକୁ ୨ ଟଙ୍କାରେ ବିକିଲେ ଚାଷୀ

ଶବ୍ଦମିଡ଼ିଆ ବ୍ୟୁରୋ:ମହାରାଷ୍ଟ୍ରରେ ଏକ ଆଶ୍ଚର୍ୟ୍ଯକର ଘଟଣା ଦେଖିବାକୁ ମିଳିଛି ଜଣେ ଚାଷୀ ୫୧୨ କିଲୋ ପିଆଜକୁ ୨ଟଙ୍କାରେ ବିକ୍ରି କରିଛନ୍ତି।କଥାଟି ଶୁଣିବାକୁ ମିଛ ଲାଗୁଥିଲେ ମଧ୍ୟ ଘଟଣାଟି ସତ।ଚାଷୀ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ସୋଲାପୁର ଜିଲା ବୋରଗାଓଁର ରାଜେନ୍ଦ୍ର ତୁକାରମ ଚଭନ…

ମଧ୍ୟପ୍ରଦେଶରେ ଅମିତ ସାହାଙ୍କ ଦୃଢୋକ୍ତି,୨୦୨୪ରେ ପୁଣି ମୋଦି ସରକାର

ଶବ୍ଦମିଡ଼ିଆ ବ୍ୟୁରୋ:୨୦୨୪ ରେ ମଧ୍ୟପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ଓ ଲୋକସଭା ନିର୍ବାଚନ।ଏହି କର୍ମରେ ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର ଉଦ୍ଧେଶ୍ୟରେ ପହଞ୍ଚିଛନ୍ତି ଅମିତ ସାହା। ଆଜିର ନିଜର ନିର୍ବାଚନୀ ଅଭିଭାଷଣରେ ପ୍ରଥମେ ବିଜେପି ପାଇଁ ଭୋଟ ମାଗିଥଲେ ସାହା।ସେ କହିଥିଲେ ଯେ…

ଏସିବି ମେଡିକାଲ କ୍ୟାମ୍ପସ ପରିସର ଭିତରେ ତମାଖୁ,ଗୁଟୁଖା ପ୍ରବେଶ ନିଷେଧ,ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଶବ୍ଦମିଡ଼ିଆ ବ୍ୟୁରୋ: ଏସବି ମେଡିକାଲ ପରିସର ହେବ ତମାଖୁ,ଗୁଟୁଖା ମୁକ୍ତ।ବଡ଼ ମେଡିକାଲ କୌଣସି କର୍ମଚାରୀ, ରୋଗୀ କିମ୍ବା ରୋଗୀ ସମ୍ପର୍କୀୟ କେହି ଖାଇପାରିବେନି ତମାଖୁ ,ଗୁଟୁଖା।ଯଦି ଏହି ନିୟମକୁ ଉଲଘଂନ କରାଯାଏ ତେବେ ନିଆଯିବ କାର୍ଯ୍ୟାନୁଷ୍ଠାନ।ଏନେଇ ମେଡିକାଲ ପକ୍ଷରୁ ଜାରି ହୋଇଛି…

ଗାଡ଼ି ଚାଳକ ସାବଧାନ:ନିୟମ ଭାଙ୍ଗିଲେ କ୍ୟାମେରା କାଟୁଛି ଇ-ଚାଲାଣ

ଶବ୍ଦମିଡ଼ିଆ ବ୍ୟୁରୋ:ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧନ। ନଚେତ ଘରେ ପହଞ୍ଚିବ ଇ-ଚାଲାଣ।ଟ୍ରାଫିକ ନିୟମ ଭୁଲ ହେଲେ କଟୁଛି ଚାଲାଣ।ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ୩୨ ଛକରେ ୩୧୨ଟି ଟ୍ରାଫିକ ଭାଓଲେସନ ଡିଟେକ୍ଟର ସିଷ୍ଟମ(ଟିଭିଡିଏସ) କ୍ୟାମେରା ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି।ଏହା ସାହଯ୍ୟରେ ଚାଳକ ଗତିବିଧିକୁ…

ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ।ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଶ୍ରୀ ଲିଙ୍ଗରାଜଙ୍କ ଦିଅଁଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନୀତି କାନ୍ତି ପାଳନ ହେବାକୁ ଯାଉଛି।ଯାହାଫଳରେ ଉଭୟ ସେବାୟତ ଓ ଶ୍ରଦ୍ଧାୁଳୁ ଭିତରେ ରହିଛି ଅହେତୁକ ଉତ୍କଣ୍ଠା…