Sun. Nov 29th, 2026

Month: February 2023

ବଡ଼ ଖବର:କଂଗ୍ରେସରେ ଯୋଗଦେବେ ସ୍ୱର୍ଗତ ପ୍ୟାରମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଶବ୍ଦମିଡ଼ିଆ ବ୍ୟୁରୋ:୨୦୨୪ ସାଧାରଣ ନିର୍ବାଚନକୁ ପାଖାପାଖି ଆହୁରି ବର୍ଷେ ରହିଲାଣି।ସେହି କ୍ରମରେ ସମସ୍ତ ରାଜନୈତିକ ଦଳରେ ବର୍ତ୍ତମାନ ସମୟରେ ମିଶ୍ରଣ ପର୍ବ ଚାଲିଛି।ଖବର ଅନୁସାରେ ଆଜି ଏକ ବଡ଼ ଖବର ସାମ୍ନାକୁ ଆସିଛି ଏକଦା ଗୋଟେ ସମୟରେ ବିଜେଡିର ଚାଣକ୍ୟ କୁହାଯାଉଥିବା…

୮ ରାଜ୍ୟ ଟେଲି ପୁରସ୍କାର,ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ସମ୍ମାନ’କାଳିଆ କରୁଛି ଲୀଳା’

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର:ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫଡ଼ିସି) ମିଳିତ ସହଯୋଗରେ ୮ ରାଜ୍ୟ ଟେଲି ପୁଟସ୍କାର ପ୍ରଦାନ ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ୧୯ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।ସନ୍ଧ୍ୟାରେ ଅତିଥିଭାବେ…

ମର୍ମନ୍ତୁଦ ଦୁର୍ଘଟଣା:ଯାତ୍ରୀଙ୍କ ଉପରେ ମାଡିଗଲା ସ୍କରପିଓ,୩ ମୃତ,୧୨ ଆହତ

ଶବ୍ଦମିଡ଼ିଆ ବ୍ୟୁରୋ:ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।ଘଟଣାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।…

ରାଜ୍ୟପାଳଙ୍କ ଉପସ୍ଥିତିରେ ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ମହୋତ୍ସବ ପାଳିତ

ଶବ୍ଦମିଡ଼ିଆ ବ୍ୟୁରୋ:ଖୋର୍ଦ୍ଧାଜିଲ୍ଲା ବାଣପୁର ବ୍ଲକ ଗମ୍ଭାରିମୁଣ୍ଡାର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତି ଅବସରରେ ମୂଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଓଡିଶା, ପ୍ରଫେସର ଗଣେଶିଲାଲ ଓ ସମ୍ମାନୀୟ ଅତିଥି ଭାବେ ଓଡିଶାର ଅନାନ୍ୟ ପ୍ରତିଭା ସାମ୍ବାଦିକ,ସମାଜସେବୀ ତଥା ବିଧାୟକ…

ବାଣପୁର ବ୍ଲକରେ ଜିଲ୍ଲା ଜିଲ୍ଲା ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ

ଶବ୍ଦମିଡ଼ିଆ ବ୍ୟୁରୋ:ବାଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଶେଷ ହୋଇଛି। ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରଦର୍ତିଙ୍କ ପତ୍ୟକ୍ଷ ତତ୍ବାବଧାନରେ ଉପ ଜିଲ୍ଲାପାଳ ଶ୍ରୀ ଦୀପ୍ତି ରଂଜନ ସେଠୀ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦିଗନ୍ତ କୁମାର ରାଉତ,ଅତିରିକ୍ତ…

ପ୍ରଥମ ଥର ପାଇଁ ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜନ କଲା ଓଏଫଡ଼ିସି,ଘନଶ୍ୟାମ ମହାପାତ୍ର ପାଇଲେ ସର୍ବଶ୍ରେଷ୍ଟ ସମ୍ମାନ ‘ଜୟଦେବ ପୁରସ୍କାର’

ଶବ୍ଦମିଡ଼ିଆ ବ୍ୟୁରୋ:। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିବାଦୀୟ ତଥା ଚର୍ଚ୍ଚିତ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୯ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର “ଜୟଦେବ ପୁରସ୍କାର’ ପାଇଛନ୍ତି…

ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇ ଦିନିଆ ଆଇଏସ ସମ୍ମିଳନୀ ଉଦଘାଟିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ୍ ସମ୍ମିଳନୀ।ରାଜ୍ୟ କେତେଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯିବ।ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ ଓ…

ଭାରତ ପାଇଁ କଳା ଦିବସ:ପୁଲୱାମା ଆକ୍ରମଣକୁ ପୁରିଲା ୪ ବର୍ଷ,ପ୍ରାଣ ହରାଇଥିଲେ ୪୦ ଜବାନ

ଶବ୍ଦମିଡ଼ିଆ ବ୍ୟୁରୋ:୨୦୧୯ ଫେବୃୟାରୀ ୧୪ରେ ହୋଇଥିବା ପୁଲୱାମା ଆକ୍ରମଣକୁ ଆଜି ୪ ବର୍ଷ ପୂରିଛି। ମଙ୍ଗଳବାର ଶହୀଦ ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେ ପକାଇଛନ୍ତି। ଟୁଇଟ୍‌ରେ କରି ପ୍ରଧାନମନ୍ତ୍ରୀ କହିଛନ୍ତି,ପୁଲୱାମାରେ ଏହି ଦିନ ଆମେ ଆମର ବୀର ଯବାନଙ୍କୁ ହରାଇଥିଲୁ।…

ରାୟଗଡା ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ:ଗୁଡାରି: ୧୪/୦୨/୨୦୨୩ : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେଵ ସିଂ ଅଧ୍ୟକ୍ଷତାରେ ଅନୁଷ୍ଠିତଆଜି ମୋଟ ୮୩ଟି…

ଲଗାତାର ଚତୁର୍ଥଦିନରେ ଦିଲ୍ଲୀ ସ୍ଥିତ ମହରୋଲି ଠାରେ ଜବରଦଖଲ ଉଚ୍ଛେଦ ଜାରି

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ:ଆଜି ଦିଲ୍ଲୀସ୍ଥିତ ମହରୋଲି ଠାରେ ଡିଡିଏ ଦ୍ୱାରା ଜବରଦଖଲ ଉଚ୍ଛେଦ ଚତୁର୍ଥ ଦିନରେ ପହଞ୍ଚିଛି।ମହରୋଲି ବସ ଷ୍ଟାଣ୍ଡକୁ ଭାଙ୍ଗିଦିଆଯାଇଛି।ମହରୋଲିସ୍ଥିତ ଭୁଲ ଭୁଲୟା ଠାରେ ଦୋକାନ ବଜାର ଭଙ୍ଗାଯିବା ସହିତ ସେଠାରୁ ଉଚ୍ଛେଦ ହୋଇଛି।ଅନେକ ବର୍ଷ ହେଲା ଲୋକମାନେ ଏଠାରେ ରହିଆସୁଥିଲେ,ଏଭଳି…