Sun. Nov 29th, 2026

Month: January 2023

ପିଜି ନାମଲେଖାରେ ଅନିୟମିତତା, ୨ ବିଶ୍ୱବିଦ୍ୟାଳୟ ଓ ୨୩ ଡିଗ୍ରୀ କଲେଜକୁ ନୋଟିସ୍

ଶବ୍ଦ ଓଡିଶା ବ୍ୟୁରୋ: ପିଜି ନାମଲେଖାରେ ଅନିୟମିତତା ଓ ସାମସ ସର୍ତ୍ତାବଳୀକୁ ଉଲ୍ଲଘଂନ ଅଭିଯୋଗରେ ରାଜ୍ୟ ସରକାର ୨ଟି ବିଶ୍ୱବିଦ୍ୟାଳୟ ଓ ୨୩ଟି ଡିଗ୍ରୀ କଲେଜକୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ପୂର୍ବରୁ ଚଳିତମାସ ୭ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା…

କଲରାପତରିଆ ବାଘ ଛାଲ ଜବତ, ୩ ବେପାରୀ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା । ଗୋଟିଏ କଲରାପତରିଆ ବାଘ ଛାଲ ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ବନ କର୍ମଚାରୀ । ମୋଟୁ ରେଞ୍ଜ ଅନ୍ତର୍ଗତ ପୋଟେରୁ କେନାଲ ରାସ୍ତାରୁ ବାଘ ଛାଲ ବନ…

କରୋନାରେ ପ୍ରାଣହରାଇଥିବା କଣ୍ଡକ୍ଟରଙ୍କ ପରିବାରକୁ କୋଭିଡ୍ ସହାୟତା । ୧ କୋଟିର ସହାୟତା ଦେଲେ ଦିଲ୍ଲୀ ସରକାର ।

ଶବ୍ଦ ଓଡିଶା ବ୍ୟୁରୋ: କରୋନାରେ ପ୍ରାଣ ହରାଇଥିବା ଡିଟିସି କଣ୍ଡକ୍ଟରଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ସହାୟତା । ମନ୍ତ୍ରୀ କୈଳାଶ ଗହେଲଟ ପରିବାର ସହସ୍ୟଙ୍କୁ ୧ କୋଟିର ସହାୟତା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ କୋଟଲା ମୁବାରକପୁର ନାନକ ଚନ୍ଦ…

ଓଡିଶାରୁ ଦିଲ୍ଲୀ ଗଞ୍ଜେଇ କାରବାର ନେଟୱର୍କ, ସ୍ୱାମୀସ୍ତ୍ରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ।

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ ଦିଲ୍ଲୀରେ ଗଞ୍ଜେଇ କାରବାର କରୁଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୨୦୫.୬୮ କିଲୋ ଗଞ୍ଜେଇ ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସୁମିତ ଶର୍ମା ଏବଂ ତାଙ୍କ ପତ୍ନୀ…

କଳିଙ୍ଗ ସେନା ପକ୍ଷରୁ ପଠାନ ଚଳଚ୍ଚିତ୍ରକୁ ବିରୋଧ, ପ୍ରେସମିଟ କରି ଦେଲେ ଚେତାବନୀ

ଶବ୍ଦ ଓଡିଶା ବ୍ୟୁରୋ: ବିବାଦୀୟ ଅଭିନେତା ଶାହାରୁଖ ଖାନଙ୍କ ଚଳଚିତ୍ର ପଠାନକୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଚେଷ୍ଟା କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ…

ରେଳ ବଜେଟରେ ଓଡିଶାକୁ ମିଳିପାରେ ଅଧିକ ଅନୁଦାନ

ନୂଆଦିଲ୍ଲୀ : ଆସନ୍ତା ରେଳ ବଜେଟ୍‌ରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିପାରେ । ୨୦୨୨-୨୩ରେ ରେଳ ପାଇଁ ୧.୩୭ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଓଡ଼ିଶା ଭାଗରେ ଥିଲା ୯,୭୩୪ କୋଟି ଟଙ୍କା। ତେବେ ୨୦୨୩-୨୪ ଆର୍ଥିକ…

ବାଣପୁର ଏନଏସି ଅଧକ୍ଷ ମିଟୁ ନାୟକ ଅସହାୟମାନଙ୍କୁ ବାଣ୍ଟିଲେ ଶୀତ ବସ୍ତ୍ର

ବାଣପୁର:ବାଣପୁର ଖୋର୍ଦ୍ଧା ଜିଲା ବାଣପୁର ଏନ୍ ଏ ସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ଏନ୍ ଏ ସିର ଅସହାୟ ପରିବାରର ସମସ୍ତ ସଦସ୍ୟଙ୍କୁ ୱାର୍ଡ ୱାର୍ଡ ବୁଲି ଶୀତ ଦିନରେ ଶୀତ ବସ୍ତ୍ର କମ୍ୱଳ ବଣ୍ଟନ କରିଛନ୍ତି । ଅଧ୍ୟକ୍ଷଙ୍କର…

ଓଡିଶାରେ ଝଡର ଇଗଲଙ୍କ ପ୍ଲେନ୍

ଓଡିଶାରେ ପହଚିଂଲା ବିଜୁବାବୁଙ୍କ ଅତିପ୍ରିୟ ଡାକୋଟା ବିମାନ । ୩ଟି କଣ୍ଟେନରରେ ଲଦା ହୋଇ ଆସିଛି ଏହି ଡାକୋଟା । କୋଲକତା ବିମାନ ବନ୍ଦରରୁ ଭୁବନେଶ୍ୱର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା । ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ…

ବାଣପୁର ବ୍ଲକରେ କୃଷି ଯନ୍ତ୍ରପାତି ବ୍ୟବହାର ତାଲିମ ଶିବିର

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୃଷି ଅଧିକାରୀଙ୍କ ସଭାଗୃହରେ କୃଷି ଯନ୍ତ୍ରପାତି ବ୍ୟବହାର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ପଶୁ ଚିକିତ୍ସା ବିଭାଗ ସହ ଅନ୍ୟାନ୍ୟ ବିଭାଗର…

ବରୁଣ ଗାନ୍ଧୀଙ୍କ କଂଗ୍ରେସରେ ପ୍ରବେଶ ନେଇ କଣ କହିଲେ ରାହୁଲ?

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ହୋସିଆରପୁରରେ ପହଞ୍ଚିଛି । ରାହୁଲ ଏଠାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ବରୁଣ ଗାନ୍ଧୀଙ୍କ କଂଗ୍ରେସରେ ପ୍ରବେଶ ନେଇ ପ୍ରଶ୍ନ ପଚରାଯାଇଥିଲା ସେତେବେଳେ…