ଭୁଲ ଥିଲା ବିମୁଦ୍ରୀକରଣ! ସେ ଥିଲେ ଏକୁଟିଆ ଜଜ ଯିଏ ସରକାରଙ୍କ ନିଷ୍ପତ୍ତି ଉପରେ ଉଠାଇଥିଲେ ପ୍ରଶ୍ନ
ଶବ୍ଦ ଓଡିଶା ବ୍ୟୁରୋ: ଦୁର୍ନୀତି ଓ କଳାଧନ ଉପରେ ରୋକ ଲଗାଇବା ପାଇଁ ୨୦୧୬ରେ ସାରା ଦେଶରେ ନୋଟବନ୍ଦୀ ବା ବିମୁଦ୍ରୀକରଣ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଠିକ୍ ଦର୍ଶାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ନିଷ୍ପତ୍ତି ଶୁଣାଇବା ସହ ମାମଲା…