ଅର୍ଚ୍ଚନା ନାଗ ମାମଲାରେ ଇଡି ଦାଖଲ କରିବ ୧୩ ଶହ ପୃଷ୍ଠାର ଚାର୍ଜସିଟ୍
ଶବ୍ଦ ଓଡିଶା ବ୍ୟୁରୋ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାଥମିକ ଚାର୍ଜସିଟ ୧୩୦୦ ଶହ ପୃଷ୍ଠା ବିଶିଷ୍ଟ ହୋଇଥିବା ସୂଚନା ମିଳୁଛି । ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ…