Sun. Nov 29th, 2026

Month: January 2023

ପ୍ରତିବର୍ଷ ବଢୁଛି ଘରୋଇ ହିଂସା ମାମଲା, ମହିଳାଙ୍କ ଉପରେ ଅପରାଧରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ମହିଳା ଘରେ ସୁରକ୍ଷିତ ନୁହନ୍ତି । ଏହି ତଥ୍ୟ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସାମ୍ନାକୁ ଆସିଛି । ୨୦୨୨ରେ ମହିଳାଙ୍କ ଉପରେ ହୋଇଥିବା ଅଲଗା ଅଲଗା ଅପରାଧ ସମ୍ପର୍କିତ ୩୦ ହଜାର…

ଚିଲିକାରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ

ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବିଜୁ ଜନତା ଦଳ ର କାର୍ଯ୍ୟାଳୟ ଠାରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ପାଳନ ଉତ୍ସବ ପାଳିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବିଜୁଜନତା ଦଳର ସଭାପତି ବିଭୁତି ବଳବନ୍ତରାୟ ଓ ଖୋର୍ଦ୍ଧା ବିଧାୟକ…

କଏନକୁ କରି ହେବନି ମନା : ଆରବିଆଇ

କଏନକୁ ମନା କରିପାରିବେ ନାହିଁ ବ୍ୟବସାୟୀ । ଏଭଳି କରିଲେ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । କଏନ୍ ସମ୍ପର୍କିତ କୌଣସି ବିଭ୍ରାନ୍ତୀକରଣ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ…

ହକିର ବିଶ୍ୱ ମହାକୁମ୍ଭ,ବାଣପୁରରେ ସ୍ୱାଗତ ସମ୍ବର୍ଦ୍ଧନାର ପାଇଁ ଜୋରସୋର ପ୍ରସ୍ତୁତି

ବାଣପୁର: ହକି ବିଶ୍ୱକପ ହକିକୁ ନେଇ ଓଡିଶାରେ ଆୟୋଜନ ପରେ ସାରା ରାଜ୍ୟରେ ଉତ୍ସାହ । ଗାଁରୁ ସହର ସବୁଠି ସ୍ୱାଗତ ପାଇଁ ଆୟୋଜନ । ବାଣପୁର ଏନ୍ଏସିରେ ସ୍ୱାଗତ ପାଇଁ ଜୋରସୋର ପ୍ରସ୍ତୁତି ଦେଖିବାକୁ ମିଳିଛି । ବିଭିନ୍ନ ଛକରେ…

ଶୀତରେ ଖଣ୍ଡେ ଟି-ସାର୍ଟ ପିନ୍ଧି କେମିତି ପଦଯାତ୍ରା କରୁଛନ୍ତି ରାହୁଲ ଗାନ୍ଧୀ?

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ବର୍ତ୍ତମାନ ହାଡ ଭଙ୍ଗା ଶୀତରେ ସବୁଠି ଲୋକେ ଶୀତ ବସ୍ତ୍ର ପିନ୍ଧି ଘରୁ ବାହାରିବାକୁ ରାଜି ନାହାନ୍ତି । ଅନ୍ୟପକ୍ଷେ କଂଗ୍ରେସର ଏହି ଭାରତ ଯୋଡୋ ଆନ୍ଦୋଳନରେ…

ହକି ଖେଳାଳୀଙ୍କ ହେଲ୍ଦି ଓ ଟେଷ୍ଟି ମେନ୍ୟୁ,ରାଜଧାନୀର ହୋଟେଲରେ ପ୍ରସ୍ତୁତି

ୱାର୍ଲଡ କପ୍‌ ହକି ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ଉତ୍ସବମୁଖର । ମେ ଫେୟାର, ସ୍ୱସ୍ତି ପ୍ରିମିୟମ, ସ୍ୱସ୍ତି ଗ୍ରାଣ୍ଡ, ହୋଟେଲ ଆଇଟିସି ୱେଲକମ୍‌, ତାଜ ବିଭାନ୍ତା ଏବଂ ସ୍ୟାଣ୍ଡିସ ଟାୱାର ଭଳି ସହରର ୯ ପ୍ରମୁଖ ହୋଟେଲରେ ବିଭିନ୍ନ ଦେଶର…

ମଦ ଆଣିବ କ୍ୟାନସର : ହୁ’

ଅନେକ ଲୋକ ଭାବନ୍ତି କମ ପରିମାଣରେ ମଦ ପିଇଲେ ଏହା ଶରୀରର କୌଣସି କ୍ଷତି କରି ନଥାଏ । ହେଲେ ଏପରି ଭାବିବା ସମ୍ପୂର୍ଣ୍ଣ ରୂପେ ଭୁଲ । ଏହାକୁ ନେଇ ଅନେକ ଗବେଷଣା ହୋଇଛି । ଏବେ ଏକ ଗବେଷଣାର…

ଚୀନର ଦ୍ୱିତୀୟ ଉହାନ ଭାବେ ପରିଣତ ହେଲା ହେନାନ

ଶବ୍ଦ ଓଡିଶା ବ୍ୟୁରୋ: ଚୀନରେ କରୋନାର ପ୍ରକୋପ ଜାରିରହିଛି । ଏହି ସହରରେ କରୋନା ସଂକ୍ରମଣ ବଢିଚାଲିଛି । ଏ ସବୁ ମଧ୍ୟରେ ଚୀନର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ପ୍ରାନ୍ତ ହେନାନରେ ୯୦ ପ୍ରତିଶତ ଲୋକେ କରୋନା ସଂକ୍ରମିତ ହୋଇଛି…

ବିମାନରେ କାହିଁକି ଏତେ ମଦ ପିଇଲେ ଶଙ୍କର ମିଶ୍ରା? ସହଯାତ୍ରୀ କହିଲେ କାରଣ

ଶବ୍ଦ ଓଡିଶା ବ୍ୟୁରୋ: ନ୍ୟୁୟର୍କ-ନୂଆଦିଲ୍ଲୀ ଏୟାର ଇଣ୍ଡିଆ -୧୦୨ ଫ୍ଲାଇଟରେ ୭୨ ବର୍ଷୀୟ ବୃଦ୍ଧଙ୍କ ଉପରେ ପରିସ୍ରା କରିବା ନେଇ ବିବାଦ ଥମିବାର ନା ନେଉନାହିଁ । ଏବେ ଏହି ମାମଲାରେ ନୂଆ ଖୁଲାସା ହୋଇଛି । ଘଟଣା ସମୟରେ ଅଭିଯୁକ୍ତ…

ଅର୍ଚ୍ଚନାଙ୍କ ୩କୋଟି ୪୦ ଲକ୍ଷ ଟଙ୍କାର ଘର ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଶବ୍ଦ ଓଡିଶା ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡି ପଦକ୍ଷେପ ଗ୍ରହଣ କରିଛି । ଅର୍ଚ୍ଚନାଙ୍କ ଘରକୁ ଇଡି ଆଟାଚ କରିଛି । ସତ୍ୟବିହାର ସ୍ଥିତ ତାଙ୍କ ଘରକୁ ଇଡି ଆଟାଚ କରିଛି । ଏହି ଘରର ମୂଲ୍ୟ ପ୍ରାୟ ୩କୋଟି…