Thu. Oct 15th, 2026

Month: December 2022

ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ: ତୃତୀୟ ଦିବସକୁ ଉପଭୋଗ କଲେ ଦର୍ଶକ

ପୁରୀ: କୋଣାର୍କ ଚନ୍ଦ୍ରଭାଗାରେ ଚାଲିଥିବା ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ (International Sand art Festival)ର ଆଜି ହେଉଛି ୩ୟ ଦିବସ । ଆଜି ବାଲୁକା ଶିଳ୍ପୀ ମାନେ ଇକୋ ପର୍ଯ୍ୟଟନ ଓ ପର୍ବପର୍ବାଣିକୁ ବାଲି ମାଧ୍ୟମରେ ଦେଖାଇଛନ୍ତି । ଇକୋ…

ପିଲାର ବ୍ୟକ୍ତିତ୍ୱରେ କାହା ଜିନ୍ ର ଗୁରୁତ୍ୱ ଅଧିକ?

ଏକ ଶିଶୁର ଗଠନରେ ଉଭୟ ପିତାମାତାଙ୍କର ଜିନ ଥାଏ । କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣା ପଡିଛି ଯେ ଗର୍ଭସ୍ଥ ଶିଶୁର ବ୍ୟକ୍ତିତ୍ୱ ଉପରେ ତା ମା’ଙ୍କ ଅପେକ୍ଷା ପିତାଙ୍କ ପ୍ରଭାବ ବେଶୀ ପଡିଥାଏ । ବୈଜ୍ଞାନିକମାନେ କହିଛନ୍ତି…

୭ମୃତ ବିଦେଶୀ ପକ୍ଷୀ ଜବତ,ଶିକାରୀ ଗିରଫ

ଟାଙ୍ଗୀ,୩/୧୨ : ପୁଣି ଚିଲିକାରେ ହୋଇଛି ପକ୍ଷୀ ଶିକାର। ଶୀତ ଋତୁରେ ଚିଲିକା ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଥିବା ବେଳେ ଚିଲିକାରେ ସକ୍ରିୟ ହୋଇ ଉଠନ୍ତି ପକ୍ଷୀ ଶିକାରୀ । ଗତକାଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିନ ପୁରୀ ଜିଲ୍ଲାର ଗଡିଶାଗଦା…

ପଦ୍ମ ଭୂଷଣରେ ସମ୍ମାନିତ ହେଲେ ସୁନ୍ଦର ପିଚାଇ

ପୁଣି ଚର୍ଚ୍ଚାରେ ସୁନ୍ଦର ପିଚାଇ। ଏଥର ଭାରତକୁ ନେଇ ‌ତାଙ୍କର ମନ୍ତବ୍ୟ ଏବେ ତାଙ୍କୁ ପ୍ରଶଂସାର ପାତ୍ର କରିଛି । ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ…

ରୋଜଗାରରେ ଦକ୍ଷିଣ, ଜନସଂଖ୍ୟାରେ ମଧ୍ୟ ଭାରତ, ଗରିବୀରେ ବିହାର ସବୁଠୁ ଆଗରେ

ରୋଜଗାରରେ ଦକ୍ଷିଣ, ଜନସଂଖ୍ୟାରେ ମଧ୍ୟ ଭାରତ, ଗରିବୀରେ ବିହାର ସବୁଠୁ ଆଗରେ । ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଦିନକୁ ଦିନ ଦୂରତା ବଢିବାରେ ଲାଗିଛି । ଧନୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସେହି ଅନୁପାତରେ ଗରିବଙ୍କ ସଂଖ୍ୟା ହ୍ରାସ…

ଦଲାଲଙ୍କ ମାଡ଼ରେ ମୀରାକଲ ପାଥଲୋଜିକାଲ ଡ଼ାଇଗ୍ନୋଷ୍ଟିକ ଟ୍ରଷ୍ଟର ସଦସ୍ୟ ଆହତ

ରଣପୁର : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟର ଜନୈକ ଡାକ୍ତର ଙ୍କ କ୍ୱାଟର ସମୁଖରେ ଘଟିଛି ଅଭାବନୀୟ ଘଟଣା। ମୀରାକଲ ପାଥଲୋଜିକାଲ ଡ଼ାଇଗ୍ନୋଷ୍ଟିକ ଟ୍ରଷ୍ଟର ସଦସ୍ୟ ଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଚାନ୍ଦପୁର…

ଚର୍ଚ୍ଚାରେ କିନ୍ନର ଡାକ୍ତର

ସମାଜରେ ଲିଙ୍ଗଗତ ଭେଦଭାବ ଏକ ବିରାଟ ସମସ୍ୟା । ସାଧାରଣତଃ ପୁରୁଷ ଏବଂ ମହିଳାଙ୍କ ତୁଳନାରେ କିନ୍ନରମାନଙ୍କୁ ନିଚ୍ଚ ଦୃଷ୍ଟିରେ ଦେଖାଯାଇଥାଏ । ଯାହାକୁ ଏବେ ଭୁଲ ପ୍ରମାଣିତ କରିଛନ୍ତି ଦୁଇ କିନ୍ନର । ଭିକ୍ଷା ବୃତି ତଥା ଦେହ ବେପାରକୁ…

ପ୍ରଦୂଷଣ କମାନ୍ତୁ, ବିଶ୍ୱକୁ ସୁରକ୍ଷିତ ରଖନ୍ତୁ

ଦିନକୁ ଦିନ ପ୍ରଦୂଷଣ ସମଗ୍ର ବିଶ୍ୱର ଚିନ୍ତାର କାରଣ ପାଲଟିଛି । ଜନ ଜୀବନ ସଂକଟ ଦେଇ ଗତି କରୁଛି । ଏନେଇ ଲୋକେ ବହୁତ ପ୍ରକାର ରୋଗରେ ସଂକ୍ରମିତ ହେଉଛନ୍ତି । ପ୍ରଦୂଷଣ ଯୋଗୁ ଜୀବନ ଉପରେ ଭରଷା କମି…

ଗୁଜରାଟ ବିଧାନସଭା ନିର୍ବାଚନ: ଅବହେଳିତ ହୋଇ ପଡିରହିଛି ଯୌନକର୍ମୀଙ୍କ ଗାଁ

ନିର୍ବାଚନ ଆୟୋଗ ଗୁଜରାଟ ନିର୍ବାଚନ ପାଇଁ ନଭେମ୍ବର ୩ରେ ତାରିଖ ଘୋଷଣା କରିଥିଲେ। ସେହି ସମୟରେ ମୁଖ୍ୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଥିଲେ ଯେ ରେଡ ଲାଇଟ ଅଞ୍ଚଳରେ ସଚେତନତା ଅଭିଯାନ ଜାରିରହିବ। ତେବେ ଏହା ପରେ ମଧ୍ୟ ଏଭଳି ଗୋଟିଏ…

ଅଫେରା ରାଇଜରେ ଝରଣା

ଆଉ ନାହାନ୍ତି ଅଭିନେତ୍ରୀ ଝରଣା ଦାସ । କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଝରଣା ଦାସ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି ।…