Wed. Oct 14th, 2026

Month: February 2022

ୟୁପି ଭୋଟ,ଆଜି ୫୮ ଆସନରେ ପରୀକ୍ଷା

ଉତ୍ତରପ୍ରଦେଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପଶ୍ଚିମ ଭାଗର 11ଟି ଜିଲ୍ଲାରେ 58 ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇ ମାର୍ଚ୍ଚ 7ରେ ସମସ୍ତ ଆସନରେ ମତଦାନ ଶେଷ ହେବ । ସେହିପରି ମାର୍ଚ୍ଚ ୧୦…

ଗଣତନ୍ତ୍ର ପାଇଁ ପରିବାରବାଦ ବିପଦ: ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପ୍ରସଙ୍ଗରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ସାକ୍ଷତକାର…

ବାଜିଲା ବେଲ, ଖୋଲିଲା ସ୍କୁଲ

ଭୁବନେଶ୍ୱର: ପୁଣି ବ୍ୟାଗରେ ଭର୍ତ୍ତି ହୋଇଛି ବହି ଖାତା । ୯ ଟା ବାଜିବା କ୍ଷଣି ସ୍କୁଲ ଯିବାକୁ ସଜବାଜ ହୋଇ ବାହାରି ଯାଇଛନ୍ତି ପିଲାଏ । ପିଲାଙ୍କ କୋଳାହଳରେ କମ୍ପିଛି ସ୍କୁଲ କ୍ୟାମ୍ପସ । କାରଣ ଆଜିଠୁ ପୁଣି ଖୋଲିଛି…

କୋହଳ ହେଲା ପ୍ରଚାର କଟକଣା,300ଜଣରେ ନିର୍ବାଚନ ସଭା

ଭୁବନେଶ୍ୱର: ପ୍ରଚାର ପାଇଁ ନୂଆ ନିୟମ• ପ୍ରଚାର ପାଇଁ କଟକଣା କୋହଳ• ୨୦ ଜଣରେ ଡୋର ଡୁ ଡୋର କ୍ୟମ୍ପେନିଂ• ୩୦୦ଜଣକୁ ନେଇ ନିର୍ବାଚନୀ ସଭା ଅନୁମତି• ବାଇକ ରାଲି,ପଦଯାତ୍ରାକୁ ଅନୁମତି ନାହିଁରାଜ୍ୟରେ କୋହଳ ହେଲା ପ୍ରଚାର କଟକଣା । ଏଣିକି…

ବଜେଟରେ ଇ-ପାସପୋର୍ଟ ସୁବିଧା

ବଜେଟରେ ଇ-ପାସପୋର୍ଟକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ କରିବା ସହ ଲୋକଙ୍କ ନିକଟତର କରିବା ପାଇଁ ସରଳ ପ୍ରକ୍ରିୟା ଆରମ୍ଭ ହୋଇଛି । ପାସପୋର୍ଟରେ ଚିପ୍ ବ୍ୟବହାର କରାଯିବା ନେଇ ଚଳିତ ଆର୍ଥିକ…

ବଜେଟ 2022 : ଗୋଟିଏ ବର୍ଷରେ ତିଆରି ହେବ ୮୦ ଲକ୍ଷ ପକ୍କା ଘର

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ଗରିବଙ୍କ ପାଇଁ ହୋଇଛି ବଡ ଘୋଷଣା। ସରକାର ପିଏମ ଆବାସ ଯୋଜନାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବଜେଟ ୨୦୨୨-୨୩ରେ କେନ୍ଦ୍ର ସରକାର ଇ-ବିଦ୍ୟା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି । କୋଭିଡ଼ କାରଣରୁ ଆନୁଷ୍ଠାନିକ ଶିକ୍ଷା ବାଧାପ୍ରାପ୍ତ ହୋଇଥିବା କାରଣରୁ ଏହାର କ୍ଷତିପୂରଣ ପାଇଁ ଗୋଟିଏ-ଶ୍ରେଣୀ ଗୋଟିଏ-ଟିଭି ଚ୍ୟାନେଲ ଓ୍ବାନ କ୍ଲାସ ଓ୍ବାନ ଟିଭି…

ଟିକସଦାତା ନିରାଶ,ଆୟକର ସୀମା ଅପରିବର୍ତ୍ତିତ

ନୂଆଦିଲ୍ଲୀ : ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । କିନ୍ତୁ ବଜେଟରେ ନିରାଶ ହୋଇଛନ୍ତି ଟିକସଦାତା । ଟିକସଦାତାଙ୍କୁ ସରକାର କୌଣସି ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି । ଏପରିକି ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ସରକାର ବୃଦ୍ଧି କରିନାହାଁନ୍ତି…

ସଂକ୍ଷିପ୍ତରେ ଡିଜିଟାଲ ବଜେଟ

ନୂୂଆଦିଲ୍ଲୀ: ସଂସଦରେ ଚଳିତବର୍ଷର ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହିି ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୩୯ ଳକ୍ଷ ୪୫ ହଜାର କୋଟି ବ୍ୟୟବରାଦ କରାଯାଇଛି । କୃଷି, ଶିକ୍ଷା, ପ୍ରତିରକ୍ଷା, ଭିତ୍ତିଭୂମି, ଯୋଗାଯୋଗ,…