ବଜେଟରେ ଇ-ପାସପୋର୍ଟ ସୁବିଧା

ବଜେଟରେ ଇ-ପାସପୋର୍ଟକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ କରିବା ସହ ଲୋକଙ୍କ ନିକଟତର କରିବା ପାଇଁ ସରଳ ପ୍ରକ୍ରିୟା ଆରମ୍ଭ ହୋଇଛି । ପାସପୋର୍ଟରେ ଚିପ୍ ବ୍ୟବହାର କରାଯିବା ନେଇ ଚଳିତ ଆର୍ଥିକ ବଜେଟରେ ବ୍ୟବସ୍ଥା କରାଯାଇଛି ।

ପାସପୋର୍ଟରେ ଜ୍ୟାକେଟ୍ ରେ ରହିବ ଇଲେକ୍ଟ୍ରୋନିକ ଚିପ୍ ।ଏଥିରେ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ୱନ୍ଧୀୟ ତଥ୍ୟ ଏନକୋଡ୍ ରହିବବର୍ତ୍ତମାନ ଭାରତରେ ନାଗରିକଙ୍କ ପାଇଁ ପ୍ରିଣ୍ଟେଡ୍ ବୁକ୍ ଲେଟ୍ ମାଧ୍ୟମରେ ପାସପୋର୍ଟ ପ୍ରଦାନ କରାଯାଉଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ ରଖିବା ପାଇଁ ସରକାର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ସହ ଚିପ ବ୍ୟବହାର କରାଯିବା ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି।
ଦେଶରେ ପ୍ରଥମ ଥର ନାଗରିକଙ୍କ ପାଇଁ ଇ ପାସପୋର୍ଟ ବ୍ୟବସ୍ଥା କରାଯାଇଛି । ବିଶେଷ କରି କୋରୋନା ମହାମାରୀ ଲଢେଇ ସହ କିଭଳି ଅର୍ଥନୀତିକୁ ଗତି ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି ।

You May Also Like

More From Author

+ There are no comments

Add yours