Sun. Oct 18th, 2026

Category: Trending

ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ ମାଗୁଣି ଚରଣ କହଁର

ରାଷ୍ଟ୍ରପତି ଭବନରେ ବୁଧବାର ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆ ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହାତରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି କେନ୍ଦୁଝରର ମାଗୁଣି ଚରଣ କୁଅଁର ।କଣ୍ଢେଇ ତିଆରି ପାଇଁ କେନ୍ଦୁଝରରେ ମାଗୁଣି ଚରଣ କୁଅଁର ବେଶ୍…

ସଙ୍କଟରେ ସଲମାନ

ସଲମାନଙ୍କୁ ଧମକପୂର୍ଣ୍ଣ ଇମେଲ। ଯାହାକୁ ନେଇ ପୋଲିସ ଅଭିଯୋଗ ରୁଜୁ କରିଛି। ଏବଂ ମୁମ୍ବାଇ ରେ ତାଙ୍କ ଘର ବାହାରେ ପୋଲିସ୍‌ ସୁରକ୍ଷା ବଢ଼ାଯାଇଛି।ପୋଲିସ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାଡ଼ଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, ବାନ୍ଦ୍ରା ପୋଲିସ୍‌…

ଚିରାଗ ଦିଲ୍ଲୀ ଫ୍ଲାଏଓଭରର ମରାମତି କାର୍ଯ୍ୟର ସ୍ଥିତି ପରଖିଲେ ପିଡବ୍ଲ୍ୟୁଡି ମନ୍ତ୍ରୀ

ଚିରାଗ ଦିଲ୍ଲୀ ଫ୍ଲାଏଓଭରର ମରାମତି କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାର ସ୍ଥିତି ପରଖିବା ପାଇଁ ପିଡବ୍ଲ୍ୟୁଡି ମନ୍ତ୍ରୀ ଆତିଶି ପିଡବ୍ଲ୍ୟୁଡି ଅଧିକାରୀଙ୍କ ସହ ଚିରାଗ ଦିଲ୍ଲୀ ଫ୍ଲାଏ ଓଭରରେ ପହଞ୍ଚିଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚିରାଗଙ୍କ କାର୍ଯ୍ୟ ଦିଲ୍ଲୀ ଫ୍ଲାଏଓଭରର…

ଖୁବ୍ ଶୀଘ୍ର ଧୁମ୍ ମଚାଇବ ‘ଗଦର ୨’

ବଲିଉଡର ଅପକମିଂ ଫିଲ୍ମ ‘ଗଦର ୨’ । ଏଥିରେ ବଲିଉଡର ଦମ୍‌ଦାର ଅଭିନେତା ସନ୍ନି ଦେଓଲ ଲିଡ୍‌ରେ ଅଛନ୍ତି। ନିକଟରେ ସୋସିଆଲ ମିଡିଆରେ ଫିଲ୍ମର ସୁଟିଂ ସେଟର ଏକ ଭିଡିଓ ମଧ୍ୟ ଲିକ୍ ହୋଇଥିଲା। ଯେଉଁଥିରେ ସନ୍ନି ଦେଓଲଙ୍କ ଆକ୍ସନ୍ ଅବତାର…

ଡରାଉଛି H3N2 ଭୂତାଣୁ

ଚିନ୍ତା ବଢାଉଛି H3N2 ଭୂତାଣୁ । ପାଣିପାଗ ପରିବର୍ତ୍ତନ ହେବା ସହ ବୃଦ୍ଧି ପାଉଛି H3N2 ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ହାଇଆଲାର୍ଟ ପରେ ଦିଲ୍ଲୀରେ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରୀ । ତେବେ କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି…

ଗିରଫ ହେବେ ଋଷ୍ ରାଷ୍ଟ୍ରପତି?

ଗିରଫ ହେବେ ଋଷ୍ ରାଷ୍ଟ୍ରପତି? ଭ୍ଲାଦିମିର ପୁଟିନଙ୍କୁ ନାଁରେ ବାହାରିଲା ଆରେଷ୍ଟ୍ ଓ୍ବାରେଣ୍ଟ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ସତ। ଆନ୍ତର୍ଜାତୀୟ କ୍ରାଇମ୍ କୋର୍ଟ ପୁଟିନଙ୍କୁ ଗିରଫ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ଓ୍ବାର କ୍ରାଇମ୍ ପାଇଁ ଆଇସିସି…

ଶକ୍ତିକାନ୍ତଙ୍କ ପ୍ରଶଂସାରେ ପ୍ରଧାନମନ୍ତ୍ରୀ ମୋଦି

ସମାଜର ମୁଖ୍ୟସ୍ରୋତରେ କମାଲ କରୁଛନ୍ତି ଓଡ଼ିଆ। ସେ ରାଜନୀତି ହେଉ ଅବା ବ୍ୟବସାୟ ଅବା ହେଉ ଅନ୍ୟ କୌଣସି ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ। ଏହି ରେସରେ ପଛେଇ ନାହାନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାଙ୍କ କାର୍ଯ୍ୟ…

ଗୋଟିଏ ମଂଚରେ ମୋଦୀ-କପିଲ୍!

ପପୁଲାର କମେଡି ଶୋ ‘ଦ କପିଲ୍ ଶର୍ମା ଶୋ’ରେ ଅତିଥି ଭାବେ ନଜର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ସଂପର୍କିତ ଖବର ଉପରେ ନିଜେ ଖୁଲାସା କରିଛନ୍ତି କମେଡିୟାନ ତଥା ଅଭିନେତା କପିଲ୍ ଶର୍ମା। ସେ ନିଜ ଶୋକୁ ଆସିବା…

କୃଷ୍ଣଙ୍କ ପ୍ରେମରେ ମୁସଲିମ ମହିଳା

କୃଷ୍ଣପ୍ରେମରେ ଆଉ ଜଣେ ରାଧା । କଳାକାହ୍ନୁ କାଳିଆର ଲୀଳା ସତରେ ଅପାର । ସେ ହିନ୍ଦୁ ହଉ କି ମୁସଲମାନ । ଯେଉଁ ଧର୍ମର ହେଉ ନା କାହିଁକି କାହ୍ନୁଙ୍କ ପ୍ରେମରେ ଯିଏ ଥରେ ପଡିଲା । କୃଷ୍ଣଙ୍କ ଭକ୍ତିରେ…

H3N2 ନେଲା ଜୀବନ,ଦେଶରେ ୯୦ ଆକ୍ରାନ୍ତ

ଦୀର୍ଘ ୨ ବର୍ଷ ଧରି ଦେଶରେ ତାଣ୍ଡବ ରଚିଥିଲା ମହାମାରୀ କରୋନା । ତାର ପ୍ରକୋପ କମି ଆସିଥିବା ବେଳେ ଏବେ ମୁଣ୍ଡ ଟେକିଛି ଏଚ୍୩.ଏନ୍୨ ଭାଇରସ । ଭାରତରେ ଏହି ଭାଇରସର ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରଥମଥର ଏଥିରେ…