Sun. Oct 18th, 2026

Category: Trending

ପାକ୍‌ରୁ ଡ୍ରଗ୍ ସ୍ମଗଲିଂ କେସରେ ୩ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ପାକିସ୍ତାନରୁ ଡ୍ରଗ୍ ନକ୍ସର ଏକ ଅଂଶ ହୋଇଥିବାରୁ ଆଜି ତିନିଜଣ ଭାରତୀୟ ନାଗରିକଙ୍କୁ ଦିଲ୍ଲୀ ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ ଗିରଫ କରିଥିଲା।ଅଭିଯୁକ୍ତ ମଲକିତ ସିଂ, ଧର୍ମେନ୍ଦ୍ର ସିଂ ଏବଂ ହରପାଲ ସିଂ ପଞ୍ଜାବର ବାସିନ୍ଦା ଏବଂ ଦିଲ୍ଲୀର ସାରାଇ କାଲେ…

ଚଳଚଞ୍ଚଳ ରଥଖଳା

ବାକି ରହିଲା ଆଉ ଦିନ କେଇଟା। ତା ପରେ ରଥରେ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି। ଲୋକେ ଦେଖିବେ ଜଗତର ବଡ଼ ଠାକୁର। ସେଥିପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ରଥ ଖଳାରେ ବିଶ୍ୱକର୍ମା ତାଙ୍କ ହାତର ଜାଦୁ ଆରମ୍ଭ କରିସାରିଛନ୍ତି। କିଏ ହାତରେ କୁରାଢି…

ଗିରଫ ପରେ ଉଠୁଛି ପଡୁଛି ପାକିସ୍ତାନ, ସେପଟେ ଇମ୍ରାନଙ୍କୁ ହତ୍ୟା ଧମକ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ପାକିସ୍ତାନ ରେଂଜର୍ସ । ଯାହାକୁ ନେଇ ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବା ଶୁଣିବାକୁ ମିଳିଛି ।…

ଝାରସୁଗୁଡ଼ାରେ ଚାଲିଛି ମତଦାନ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏହାପୂର୍ବରୁ ହୋଇଛି ମକ୍ ପୋଲ୍। ୪ଟି ବ୍ଲକ ଓ ଗୋଟିଏ ପୌରପରିଷଦରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମତଦାନ ସାବ୍ୟସ୍ତ କରୁଛନ୍ତି ୨ଲକ୍ଷ ୨୧ ହଜାର ୭୦ ଜଣ ଭୋଟର। ୧ ଲକ୍ଷ ୧୦…

ବାଦ ବିବାଦ ମଧ୍ୟରେ ‘ଦ କେରଳ ଷ୍ଟୋରୀ ‘; କେଉଁଠି ଟ୍ୟାକ୍ସ ଫ୍ରୀ, କେଉଁଠି ବ୍ୟାନ!

ରିଲିଜ ହେବା ମାତ୍ରେ ସିନେମା ଜଗତରେ ହଇଚଇ ସୃଷ୍ଟି କରିଛି ଫିଲ୍ମ ଦ କେରଳ ଷ୍ଟୋରୀ । କେଉଁଠି ଏହାକୁ ଟ୍ୟାକ୍ସ ଫ୍ରୀ କରାଯାଇଛି ତ ଆଉ କେଉଁଠି ଏହାକୁ ବ୍ୟାନ । ତେବେ ଏହାକୁ ବ୍ୟାନ କରିବା ପାଇଁ ମେରଳ…

କାଲି ଝାରସୁଗୁଡ଼ା ମତଦାନ, ବୁଥରେ ଲାଗୁ ହେଲା ସାଇଲେଣ୍ଟ ପିରିୟଡ଼

ରାତି ପାହିଲେ ଝାରସୁଗୁଡା ଉପନିର୍ବାଚନ । ରାତି ପାହିଲେ ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିରୂପଣ କରବେ ଜନତା । ତେବେ କିପରି ସହଜ ଓ ସୁରକ୍ଷିତ ହେବ ଏହି ମତଦାନ ପ୍ରକ୍ରିୟା, ସେନେଇ ତତ୍ପରତା ଦେଖାଉଛି ପ୍ରଶାସନ । ନିର୍ବାଚନ…

ନବୀନ-ନୀତିଶଙ୍କ ମହାମିଳନ

ନବୀନ-ନୀତିଶଙ୍କ ମହାମିଳନ । ନବୀନ ନିବାସରେ ପହଂଚିଥିଲେ ନୀତିଶ କୁମାର । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କ’ଣ କଥା ହୋଇଥାଇପାରେ ତାହା ସାଧାରଣ ଲୋକଙ୍କ ମନରେ ଚର୍ଚ୍ଚା ହେଉଥିଲା । ତେବେ ପୂର୍ବରୁ ଯାହା ଶୁଣିବାକୁ ମିଳୁଥିଲା ଯେ, ଆଗକୁ ରହିଛି…

ମଣିପୁର ହିଂସାରେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଥମୁନି ମଣିପୁର ହିଂସା । ନିଆଁ ପରି ବ୍ୟାପିବାରେ ଲାଗିଛି ଏହି ହିଂସା । ତେବେ ଏଥିରେ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମସ୍ତ ପ୍ରକାର ପ୍ରତିକାରାତ୍ମକ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ରିଲିଫ ଶିବିରରେ ଥିବା…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩: ସରିଲା ପ୍ରଚାର, ୧୦ରେ ମତଦାନ

ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଲା । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦଳର ହେଭିୱେଟ ନେତାମାନେ କରୁଛନ୍ତି ଜୋରଦାର କସରତ । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଦ ପଡିନାହାନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ…

ରାଜସ୍ଥାନରେ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲା ସେନାର ଫାଇଟର ବିମାନ । ଜନବସତି ଅଂଚଳରେ ମିଗ-୨୧ର ବିମାନ ତଳକୁ ଖସି ପଡିଛି । ଯେଉଁଥିରେ ୩ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି । ଜେଟ୍ଟି ସୁରତଗଡରୁ ଉଡାଣ ଭରୁଥିଲା ବେଳେ ଘଙ୍କିଛି ଅଘଟଣ…