ଆମେରିକା ତିଆରି କଲା ‘ନକଲି ସୂର୍ଯ୍ୟ’
ନକଲି ସୂର୍ଯ୍ୟ’ ତିଆରି କରିବାରେ ଆମେରିକୀୟ ବୈଜ୍ଞାନିକଙ୍କ ସଫଳତା। ଅନେକ ଦଶନ୍ଧି ଧରି ପ୍ରୟାସ ପରେ ଆମେରିକୀୟ ବୈଜ୍ଞାନିକମାନେ ‘ନକଲି ସୂର୍ଯ୍ୟ’ ତିଆରି କରିଥିବା ନେଇ ଘୋଷଣା କରିଛନ୍ତି। ଏହା ଅସଲି ସୂର୍ଯ୍ୟଠାରୁ ୧୦୦ ଗୁଣା ଅଧିକ ଉତ୍ତପ୍ତ। ଆମେରିକା ବୈଜ୍ଞାନିକମାନେ…