Sat. Oct 17th, 2026

Category: Trending

ଚନ୍ଦାହାଣ୍ଡି ବ୍ଲକର ପ୍ରଥମ ଫିଜିଓଥେରାପିଷ୍ଟ ସୁଶାନ୍ତ ଦଣ୍ଡସେନାଙ୍କୁ ଚାରିଆଡୁ ଶୁଭେଚ୍ଛା

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଡାକ୍ତର ସୁଶାନ୍ତ କୁମାର ଦଣ୍ଡସେନାଙ୍କୁ ଚାରୁଆଡୁ ଶ୍ରଦ୍ଧା ଓ ଶୁଭେଚ୍ଛା ଛୁଟିଛି । ସମଗ୍ର ଅଞ୍ଚଳର ପ୍ରଥମ ଫିଜିଓ ଥେରାଫିଷ୍ଟ ହୋଇଥିବାରୁ ଚନ୍ଦାହାଣ୍ଡି ଅଞ୍ଚଳରେ ଜନତା ଭାରି ଖୁସି । ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି…

ମୁଣ୍ଡପିଛା ଆୟ ଦୁଇ ଗୁଣା ହେଲା

ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ । ବିଶ୍ୱରେ ଏବେ ଭାରତ ପଂଚମ ବୃହତମ ଅର୍ଥନୀତି ପାଲଟିଥିବାବେଳେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ମୁଣ୍ଡପିଛା ଆୟ ବୃଦ୍ଧି ପାଇ ୧.୯୭ ଲକ୍ଷ ଟଙ୍କାରେ ପହଁଚି ପାରିଛି । ଦେଶର…

ନୂଆ ଆୟକର ସ୍ଲାବ,୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଜିରୋ ଟ୍ୟାକ୍ସ

ଚଳିତ ବଜେଟରେ ବଜେଟରେ ଆୟକର ସ୍ଲାବ ସୀମା ୫ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ନୂଆ ଆୟକର ସ୍ଲାବ ପ୍ଲାନକୁ ମଧ୍ୟ ଘୋଷଣା କରିଛନ୍ତି । ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ।…

ମଝି ଆକାଶରେ ଲଭ୍

View this post on Instagram A post shared by Instant Bollywood (@instantbollywood) ବିମାନରେ ବିଭିନ୍ନ ସମୟରେ ଝଗଡ଼ାର ଦୃଶ୍ୟ ସବୁବେଳେ ଦେଖିଆସିଛନ୍ତି । ସୋସିଆଲ ମିଡିଆରେ ଏସବୁ ଦୃଶ୍ୟ ତତକ୍ଷଣାତ ଭାଇରଲ ହେଉଛି । ଏବେ କିନ୍ତୁ…

ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସ୍ପେନକୁ ହରାଇଲା ଟିମ୍ ଇଣ୍ଡିଆ

ହକି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ । ପଦାର୍ପଣ ମ୍ୟାଚରେ ସ୍ପେନ୍‌କୁ ହରାଇଲା ଭାରତ । ପ୍ରଥମ ମ୍ୟାଚକୁ ୨-୦ ଗୋଲରେ ଜିତିଛି । ହୋମ୍‌…

ଶୀତରେ ଖଣ୍ଡେ ଟି-ସାର୍ଟ ପିନ୍ଧି କେମିତି ପଦଯାତ୍ରା କରୁଛନ୍ତି ରାହୁଲ ଗାନ୍ଧୀ?

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ବର୍ତ୍ତମାନ ହାଡ ଭଙ୍ଗା ଶୀତରେ ସବୁଠି ଲୋକେ ଶୀତ ବସ୍ତ୍ର ପିନ୍ଧି ଘରୁ ବାହାରିବାକୁ ରାଜି ନାହାନ୍ତି । ଅନ୍ୟପକ୍ଷେ କଂଗ୍ରେସର ଏହି ଭାରତ ଯୋଡୋ ଆନ୍ଦୋଳନରେ…

ମଦ ଆଣିବ କ୍ୟାନସର : ହୁ’

ଅନେକ ଲୋକ ଭାବନ୍ତି କମ ପରିମାଣରେ ମଦ ପିଇଲେ ଏହା ଶରୀରର କୌଣସି କ୍ଷତି କରି ନଥାଏ । ହେଲେ ଏପରି ଭାବିବା ସମ୍ପୂର୍ଣ୍ଣ ରୂପେ ଭୁଲ । ଏହାକୁ ନେଇ ଅନେକ ଗବେଷଣା ହୋଇଛି । ଏବେ ଏକ ଗବେଷଣାର…

ତାମିଲନାଡୁ ବିଧାନସଭା ଇତିହାସରେ ପ୍ରଥମ ! ବିଧାନସଭା ଛାଡି ଚାଲିଗଲେ ରାଜ୍ୟପାଳ ଆରଏନ. ରବି

ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡୁରେ ଶାସନରେ ଥିବା ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୋମବାର ଏହା ଏତେ ତଳକୁ ଖସିଯାଇଥିଲା ଯେ କେହି ଏହାକୁ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ରାଜ୍ୟପାଳ ଆରଏନ ରବି ବିଧାନସଭାରେ…

ପାକିସ୍ତାନରେ ସ୍ଥିତି ସଙ୍ଗୀନ, ବିଦେଶୀ ମୁଦ୍ରାଭଣ୍ଡାରରେ ଶେଷ ହେଉଛି ପାଣ୍ଠି

ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ଗତ ୮ ବର୍ଷ ମଧ୍ୟରେ ସବୁଠାରୁ ତଳସ୍ତରରେ ପହଞ୍ଚିଛି । ଶୁକ୍ରବାର ପ୍ରକାଶିତ ଗୋଟିଏ ରିପୋର୍ଟ ଅନୁସାରେ ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ୫ଅରବ ଡଲାର ହୋଇଯାଇଛି । ଗତ…

ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣ ଶିଖରୀରେ ଚିତ୍ର ଶିଳ୍ପୀଙ୍କ ଚିତ୍ର ଦେବାର୍ପଣ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରୀ ଗାଁ ନିକଟ ହରିହରେଶ୍ୱରଙ୍କ ପୀଠର ଅନ୍ୟ ପାର୍ଶ୍ୱରେ ଚିଲିକା ମଧ୍ୟରେ ଏକ ଟାପୁରେ କାଙ୍କଣ ଶିଖରୀର ପବିତ୍ର ପୀଠ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣ ଶିଖରୀ ପୀଠ । ମାଦଳା…