Sat. Oct 17th, 2026

Category: Trending

ରାହୁଲ, ବିବାଦ ଓ ଜାତିସଂଘ

ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦେଇଥିବା ଦଣ୍ଡବିଧାନ ଜାତିସଂଘରେ ପହଞ୍ଚିଛି। ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଫରହାନ ହକଙ୍କର ଏହି ପ୍ରସଙ୍ଗରେ ବିବୃତ୍ତି ଆସିଛି। ସେ କହିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ…

ବିଶ୍ଵ ବିଜେତାର ଟାଇଟଲ ହାତେଇଲେ ନୀତୁ

କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ନିତୁ ଗଙ୍ଘାସ୍ (୪୮ କିଲୋଗ୍ରାମ) ଏକ ନିଆରା ଢଙ୍ଗରେ ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ଏବଂ ଶନିବାର ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଇତିହାସରେ ତାଙ୍କ ନାମ ସ୍ଥାନିତ କରିଛନ୍ତି। ନିତୁ ଗଙ୍ଘାସ୍…

“ଭଗବାନ ରାମ ହେଉଛନ୍ତି ଆହ୍ଲାଙ୍କ ପ୍ରେରିତ!”

ଚର୍ଚ୍ଚାରେ ଫାରୁକ୍‌ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ। ଭଗବାନ ରାମଙ୍କୁ ନେଇ ସେ ଏକ ସାଧାରଣ ସଭାରେ ଯାହା କହିଛନ୍ତି, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଫାରୁକ୍‌ କେବଳ ସାଧାରଣ ଭାବେ ବୟାନ୍ ଦେଇଛନ୍ତି ବୋଲି କହିଲେ ଉଚିତ୍ ହେବନି।…

ବାଣପୁରର ଓକିଲ ସଂଘ ନିର୍ବାଚନ

ସାରା ଓଡିଶାରେ ଶେଷହେଲା ଓକିଲ ସଂଘ ନିର୍ବାଚନ। ୧୨୭ ସଦସ୍ୟ ବିଶିଷ୍ଟ ବାଣପୁର ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ତେବେ ୧୨୭ ସଭ୍ୟ ରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଭୋଟଦେଇ ନାହାନ୍ତି। ବାଣପୁର ଓକିଲ ସଂଘ ତରଫରୁ…

ଅପ୍ରେଲ ୧ରୁ ୭ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ସପ୍ତାହ ପାଳନ

ସଡ଼କ ଦୁର୍ଘଟଣାରେ ଅମୂଲ୍ୟ ଜୀବନ ଯିବା ସହ ବ୍ୟାପକ ଧନ ହାନୀ ମଧ୍ୟ ଘଟୁଛି। ବିଶେଷ ଭାବେ ୧୫-୪୫ ବର୍ଷ ବୟସର ବ୍ୟକ୍ତିଙ୍କ ବିୟୋଗ ମାତ୍ରାଧିକ। ତେଣୁ ଏହାର ନିରାକରଣ ପାଇଁ ବ୍ୟାପକ ସଚେତନତା ଉଦ୍ଦେଶ୍ୟରେ ଅପ୍ରେଲ ୧ ରୁ ୭…

କାଲିଠାରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଡରାଉଛି ଆଉ ଏକ ପଶ୍ଚିମାଝଡ଼ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ ପବନ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ…

ଆଇପିଏଲ୍‌ ପୂର୍ବରୁ ଲଞ୍ଚ୍ ହେଲା ‘CRICKPE’ ଆପ୍

ଭାରତପେ ସଂସସ୍ଥାପକ ତଥା ଶାର୍କ ଟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ଏକ ନୂଆ କ୍ରିକେଟ୍ ଆପ୍‌ ଲଞ୍ଚ କରିଛନ୍ତି। ଯାହାର ନାଁ ରହିଛି ‘କ୍ରିକ୍‌ପେ’। ମାର୍ଚ୍ଚ ୩୧ରେ ଆଇପିଏଲ୍‌ ହେବାକୁ ଥିବା ବେଳେ ତା ପୂର୍ବରୁ ଏହି ଆପ୍‌କୁ…

୨୦୩୦ରେ ଭାରତରେ 6G ସେବା!

୨୦୩୦ ସୁଦ୍ଧା ଦେଶରେ ଚାଲିବ ୬ଜି ସେବା । ନିକଟରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇଛି । ଆଉ ୫ଜି ଲଞ୍ଚ ହେବାର ମାତ୍ର ଛଅ ମାସ ପରେ ଆଉ ଏକ ପିଢୀ ପାଇଁ କାମ ଆରମ୍ଭ ହୋଇଯାଇଛି ।…

ବାପାଙ୍କ ସମ୍ପତ୍ତିରେ ଝିଅଙ୍କ ଅଧିକାରକୁ ନେଇ ଏମିତି କହିଲେ ବମ୍ବେ ହାଇକୋର୍ଟ

ଯଦି ଘରର ଝିଅକୁ ବିବାହ ସମୟରେ ଯୌତୁକ ଦିଆଯାଇଥାଏ ତଥାପି ସେ ପାରିବାରିକ ସମ୍ପତ୍ତିରେ ତାର ଅଧିକାର ଜାହିର କରିପାରିବ। ଏକ ମାମଲାର ଶୁଣାଣିରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଏହା କହିଛନ୍ତି। ଆବେଦନକାରୀ ତାଙ୍କୁ ୪ ଭାଇ ଓ ମାଙ୍କ…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା

ଅପରାହ୍ନରେ ନବୀନ ନିବାସରେ ହେବ ସାକ୍ଷାତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନ ସାଢ଼େ ୪ଟାରେ ନବୀନ ନିବାସ ଯାଇ ମମତା ସେଠାରେ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା…