Sun. Oct 18th, 2026

Category: Trending

କଲବଲ କରୁଛି ତାତି

ଅସହ୍ୟ ତାତିରେ ସିଝୁଛି ଓଡ଼ିଶା। ୪୦° ପାଖାପାଖି ଛୁଇଁଛି ତାପମାତ୍ରା। ଆଜି ରାଜଧାନୀ ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟ ଅଂଚଳରେ ମଧ୍ୟ ତାତିରେ ଅସ୍ତବ୍ୟସ୍ତ ହେଉଛନ୍ତି ସାଧାରଣ ଲୋକେ। ଭୁବନେଶ୍ୱର: ୩୯ ଡ଼ିଗ୍ରୀ ସମ୍ବଲପୁର: ୩୮ ଡ଼ିଗ୍ରୀ ଝାରସୁଗୁଡା:…

ଆପ୍ ଉପରେ ଜାତୀୟ ରାଜନୈତିକ ଦଳର ମୋହର

ଭାରତୀୟ ରାଜନୀତିରେ ଜାତୀୟ ରାଜନୈତିକ ଦଳ ତାଲିକାରେ ଯୋଡ଼ି ହେଲା ଆଉ ଏକ ନାଁ। ଆମ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳ ମାନ୍ୟତା। ଜାତୀୟ ଦଳ ମାନ୍ୟତା ପ୍ରଦାନ କଲେ ନିର୍ବାଚନ କମିଶନ। ସେପଟେ ଅନ୍ୟ ୩ଟି ପାର୍ଟିରୁ ଜାତୀୟ…

ଗାଁ ଠୁ ସହର ପାଳୁଛି ଛେନାପୋଡ଼ ଦିବସ

ଆଜି ହେଉଛି ବିଶ୍ୱ ଛେନାପୋଡ଼ ଦିବସ। ସବୁଠି ଛେନାପୋଡ଼ର ମହକରେ ମହକୁଛି ଗାଁ ଠୁ ସହର। ଦିନକୁ ଦିନ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି l ନୟାଗଡ଼ର ଛେନାପୋଡ଼ ଓଡିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି l ନୟାଗଡ଼…

ମୋଦି ମୁହାଁ ମସ୍କ!

ମୋଦି ମୁହାଁ ହୋଇଛନ୍ତି ଏଲନ ମସ୍କ! ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି। ସମଗ୍ର ଦୁନିଆରେ କେବଳ ୧୯୫ଜଣ ଅଛନ୍ତି, ଯେଉଁମାନଙ୍କୁ ଏଲୋନ…

କ୍ଷମା ମାଗିଲେ ଦଲାଇ ଲାମା

ଜଣେ ବାଳକ ଓ ଦଲାଇ ଲାମାଙ୍କ ଚୁମ୍ବନ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ବିବାଦ ସୃଷ୍ଟି କରିଥିଲା।ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଲୋକମାନଙ୍କ ସହ ସେ କୌତୁକିଆ ଆଚରଣ କରିବା ସହ ସବୁବେଳେ ଚିଡ଼ାନ୍ତି ବୋଲି ସଫେଇ ଦେଇ…

୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ବିବୃତ୍ତି ଦେଲେ କପିଲ ସିବଲ

ଲୋକସଭା ନିର୍ବାଚନ ସମ୍ପର୍କରେ ରାଜ୍ୟସଭା ଏମପି କପିଲ ସିବଲଙ୍କ ବଡ଼ ବିବୃତ୍ତି। ଭାଜପା ବିରୋଧରେ ୨୦୨୪ ନିର୍ବାଚନରେ ଜିତିବା ପାଇଁ କଂଗ୍ରେସ ଅନ୍ୟ ରାଜନୈତିକ ଦଳ ସହ ମିଳିତ ମେଣ୍ଟର ଅଂଶ ହେବା ଉଚିତ ବୋଲି କହିଛନ୍ତି ସିବଲ ମିଳିତ ମେଣ୍ଟର…

ଭାରତରେ ‘ପ୍ରୋଜେକ୍ଟ ଟାଇଗର’ର ସଫଳ ୫୦ ବର୍ଷ ପୂର୍ତ୍ତି

ଏପ୍ରିଲ ୯ରେ ଦେଶରେ ବାଘଙ୍କ ସଂଖ୍ୟାକୁ ନୂଆ ଫିଗର ମିଳିଯାଇଛି। ପ୍ରୋଜେକ୍ଟ ଟାଇଗର ଆରମ୍ଭ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ମୌସୁରରେ ହୋଇଥିବା ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘଙ୍କ ସଂଖ୍ୟାର ନୂଆ ନମ୍ବର ଜାରି କରିଛନ୍ତି। ଏହି…

କେନ୍ଦ୍ରର ନୂଆ ଆଇଟି ନିୟମକୁ ନେଇ ବର୍ଷିଲା କଂଗ୍ରେସ

ଶନିବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଉଥିବା ନୂଆ ଆଇଟି ନିୟମକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଦଳର ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କହିଛନ୍ତି କି, ଦେଶର ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚପରାସୀମାନେ ନିୟନ୍ତ୍ରିତ କରୁଛନ୍ତି ।…

ଇଣ୍ଟରନେଟରେ ନିଆଁ ଲଗାଉଛି ‘ପୁଷ୍ପା ୨’ ପୋଷ୍ଟରର ଝଲକ

ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ତାଙ୍କ ମୁଭି ‘ପୁଷ୍ପା ୨’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ୭ ଏପ୍ରିଲ ଅର୍ଥାତ୍‌ ଶୁକ୍ରବାର ଅଭିନେତା ଏହି ଫିଲ୍ମର ପୋଷ୍ଟରର ଝଲକ ଦେଖାଇଛନ୍ତି। ଏଥିରେ ଅଭିନେତାଙ୍କ ଖତରନାକ ଲୁକ ନଜର ଆସିଛି। ଏହାପରେ ଦେଖୁ ଦେଖୁ…

କାଳବୈଶାଖୀ ବର୍ଷାରେ ଭିଜିବ ରାଜ୍ୟ; ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଦିନବେଳା ଟାଣଖରା ଓ ଅପରାହ୍ଣରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗର ଆକଳନ କରିଛି । ସୁନ୍ଦରଗଡ଼, କେନ୍ଦୁଝର,…