Thu. Oct 15th, 2026

Category: Popular

ଦେବୀ “ଶରତ ପଠେଇ ସାରିଲାଣି ଶ୍ରଦ୍ଧାର ସାଦର ନିମନ୍ତ୍ରଣ”

କବି ରବି ଶତପଥୀ ତୁମେ ଆସୁଛ ବୋଲିକାଶତଣ୍ଡି ସରାଗରେସଜେଇ ଦେଲାଣି ତୋରଣ,ଶରତ ପଠେଇ ସାରିଲାଣିଶ୍ରଦ୍ଧାର ସାଦର ନିମନ୍ତ୍ରଣ।ଅବୁଝା ଅମାନିଆ ପବନଦେହସାରା ବୋଳି ସାରିଲାଣିଚୁଆ ଚନ୍ଦନର ବାସ୍ନା, ତୁମ ବାଟବରଣ ପାଇଁକେତେବେଳୁ ସଜେଇ ହେଲେଣିଫୁଲେଇ ଫୁଲ ସବୁ।ଗାଆଁ ମୁଣ୍ଡ ବରଗଛ ମୂଳେମଥାରେ ସିନ୍ଦୂର…

ଅଳ୍ପ ବଜେଟରେ ଇଲେକ୍ଟ୍ରିକ ସ୍କୁଟର

ବଜାରକୁ ଆସିଗଲା ଦୁଇ ଚକିଆ ଇଲେକ୍ଟ୍ରିକ ସ୍କୁଟର । ଅଳ୍ପ ବଜେଟରେ ଲମ୍ବା ମାଇଲ ଯିବା ଭଳି ଏହି ସ୍କୁଟରରେ ରହିଛି ଅନେକ ଫିଚର୍ସ । ସ୍କୁଟରର ନାମ ରହିଛି କବୀର ମୋବିଲିଟି ଇଲୋକ୍ଟ୍ରିକ୍ ସ୍କୁଟର ଏଇଟୋସ ୧୦୦, ଯାହାକି ଦେଉଛି…

ବାରବାଟୀରେ ଲିଜେଣ୍ଡସ କ୍ରିକେଟର; ନବୀନଙ୍କୁ ଭେଟିଲେ ମୁଥିଆ ମୁରଲୀଧରନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସ୍ପିନ ବୋଲିଂର ଯାଦୁଗର ମୁଥିଆ ମୁରଲୀଧରନ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଥିଆ। ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଲିଜେଣ୍ଡସ କ୍ରିକେଟର। ଆସନ୍ତାକାଲି କଟକ ବାରବାଟୀ…

ରାସ୍ତା କାଦୁଅରେ ଗାଧେଇଲେ ବିଧାୟିକା

ରୋଡ ମଝିରେ ବିଧାୟିକାଙ୍କ ହାଇ ଡ୍ରାମା। ଝଡଖଣ୍ଡର ମହଗମାରୁ କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ ସିଂ ତାଙ୍କ ଅଞ୍ଚଳ ଦେଇ ଯାଉଥିବା ଜାତୀୟ ରାଜପଥ ୧୩୩ ର ଦୁର୍ଦ୍ଦଶା ବିରୁଦ୍ଧରେ ରାସ୍ତାରେ ଏକ ଧାରଣାରେ ବସିଥିଲେ। ସେ ବୁଧବାର ସକାଳେ ଘଟଣାସ୍ଥଳରେ…

ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ; ବଟନ ଚିପିଲେ କଣ୍ଟ୍ରୋଲ ରୁମକୁ ଯିବ ସୂଚନା

ଏଣିକି ସବୁ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ। ଯାତ୍ରୀଙ୍କ ସୁରକ୍ଷା ଦିଗରେ ଆଉ ପାଦେ ଆଗେଇଛନ୍ତି ସରକାର। ସୁରକ୍ଷିତ ଯାତ୍ରା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। ୨୦୧୮…

ଯୁବପିଢି ଚାହିଁଲେ ଭାରତ ଅର୍ଥନୀତିର ବିକାଶ ସମ୍ଭବ

ଅର୍ଥନୀତିର ପୁରୁଣା ପୃଷ୍ଠା ଓଲଟାଇଛନ୍ତି ନାରାୟଣ ମୂର୍ତ୍ତି। ଭାରତରେ ଆଇଟି କ୍ଷେତ୍ରରେ ନାମୀ କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ଏନ ଆର ନାରାୟଣ ମୂର୍ତ୍ତି ଶୁକ୍ରବାର କହିଛନ୍ତି କି କଂଗ୍ରେସ ଅନୁଗାମୀ ୟୁପିଏ ସରକାର ସମୟରେ ଭାରତର ଆର୍ଥିକ ଗତିବିଧି ଠପ ହୋଇଯାଇଥିଲା…

ଡାକ୍ତରଙ୍କ ୭ ମିନିଟ ମାଉଥ ରେସପିରେସନ ପରେ ବଞ୍ଚିଲା ମୃତ ଶିଶୁ

ସୋସିଆଲ ମିଡିଆ ରେ ପ୍ରତିଦିନ କିଛି ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ। ଡାକ୍ତରମାନେ ରୋଗୀଙ୍କ ଦୁଃଖ ବୁଝି ସେମାନଙ୍କର ଚିକିତ୍ସା କରିଥାନ୍ତି। ବର୍ତ୍ତମାନ ଏବେ ଏଭଳି କିଛି ଦୃଶ୍ୟ ସାମାଜିକ ଗଣମାଧ୍ୟମ ଫୋନ ଠୁ ଫୋନ ଘୁରି ବୁଲୁଛି। ଡଃ…

ଦୁଇ ଗୁଣା ଅଧିକ ଦାମ୍‌ରେ ଏଲ୍‌ଏନ୍‌ଜି କିଣୁଛି ଭାରତ

ରୁଷ୍‌ରୁ ରିହାତି ଦାମ୍‌ରେ ତେଲ ଓ ଗ୍ୟାସ୍‌ କିଣି ଅନ୍ୟ ଗ୍ରାହକମାନଙ୍କୁ ଅଣଦେଖା କରିବାର ଫଳ କେତେ ଭୟଙ୍କର ହୋଇପାରେ ତାହାର ଝଲକ ଦେଖିବାକୁ ମିଳିଛି। ଭାରତର ଆମଦାନି ବରାଦକୁ ରୁଷ୍‌ ବାତିଲ କରିବା ପରେ ଏବେ ବାଧ୍ୟ ହୋଇ ଦୁଇ…

ଜାଣନ୍ତୁ କେମିତି କରିବେ ଆଇଟିଆର ରିଫଣ୍ଡର ଅନଲାଇନ ଯାଞ୍ଚ ପ୍ରକ୍ରିୟା

୨୦୨୨-୨୩ ମୂଲ୍ୟାଙ୍କନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାର ଶେଷ ତାରିଖ ଶେଷ ହୋଇସାରିଛି। ଏହି ତାରିଖ ପର୍ଯ୍ୟନ୍ତ ଆଇଟିଆର ଦାଖଲ କରିଥିବା ଟିକସଦାତା ଫେରସ୍ତକୁ ଅପେକ୍ଷା କରିଛନ୍ତି। ଆୟକର ବିଭାଗ ଆଇଟିଆର ଦାଖଲ କରିବାର ୧୦ ଦିନ…

ଚର୍ଚ୍ଚାରେ ପ୍ରକୃତିଙ୍କ ‘ଦ୍ରୌପଦୀ’

କିଛି ଦିନ ହେବ ଗଣମାଧ୍ଯମ ତଥା ସାମାଜିକ ଗଣମାଧ୍ଯମ ରେ ଛାଇ ରହିଥିଲା ତୃପ୍ତି-ବାବୁ-ପ୍ରକୃତି ଷ୍ଟାର କଳି। ଏଥିରେ ଓଡ଼ିଆ ସିନେ ଦର୍ଶକଙ୍କ ସମାଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ପ୍ରକୃତି ମିଶ୍ର । ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର…