Thu. Oct 15th, 2026

Category: Popular

ଗିରଫ ହେଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ଟିମ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ତାଙ୍କ କୋଲକାତା ସ୍ଥିତ ବାସଭବନରୁ ଗିରଫ କରିଛି । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ(ଏସଏସସି) ନିଯୁକ୍ତି ଦୁର୍ନୀତି ମାମଲାରେ ସେ ଗିରଫ…

ଟିଏମସି ନେତାଙ୍କ ସମ୍ପର୍କୀୟଙ୍କ ଘରେ ୨୦ କୋଟି ଟଙ୍କା ଜବତ କଲା ଇଡି

ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ତଥା ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ଚଢାଉ କରିଛି। ଅନେକ ଘଣ୍ଟା ଧରି ଚାଲିଥିବା ଏହି ରେଡରେ ଇଡି ନଗଦ ୨୦ କୋଟି ଟଙ୍କା ଜବତ କରିଛି। ବଙ୍ଗଳା…

ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇ ସାଇକେଲ,ଶବ୍ଦ ଓଡ଼ିଶା ନ୍ୟୁଜର ପ୍ରଭାବ

( ନବରଙ୍ଗପୁର ) : ଦିବ୍ୟାଙ୍ଗ ମୋହନଙ୍କୁ ପ୍ରଶାସନ ତରଫରୁ ମିଳିଲା ଟ୍ରାଏ ସାଇକେଲ | ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ମୋହନଙ୍କୁ ଏହି ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ | ମୋହନ…

କେଉଁଠି ହୋଇଛି କ୍ରସ ଭୋଟିଂ

ଚାଲିଛି ଉତ୍ସବ । ଓଡ଼ିଆ ଝିଅ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଉତ୍ସବ ମୁଖର ହୋଇପଡିଛି ସାରା ଭାରତ। ଦେଶର ପ୍ରଥମ ଆଦିବାସୀ ତଥା ଦ୍ବିତୀୟ ରାଷ୍ଟ୍ରପତି ଭାବେ ଦେଶର ପ୍ରଥମ ନାଗରିକ ହେବାର ସୁଯୋଗ ପାଇଛନ୍ତି…

ବିଏମସିର ନୂଆ ନିୟମ; ସୁନ୍ଦର ସ୍ମାର୍ଟସିଟିରେ ପୋଷ୍ଟରକୁ ନା

ସ୍ମାର୍ଟସିଟି ଭୁବନେଶ୍ବର କୁ ସ୍ବଚ୍ଛ ଓ ସୁନ୍ଦର ଗଢିବା ପାଇଁ ନୂଆ ନୂଆ ଯୋଜନା ହେଉଛି। ବର୍ତ୍ତମାନ ରାସ୍ତା କଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ମହଙ୍ଗା ପଡ଼ିବ। ପୋଷ୍ଟର ମୁକ୍ତ ସ୍ମାର୍ଟସିଟି ଗଢିବାରେ ଲାଗିପଡ଼ିଛି ବିଏମସି। ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ…

କରୋନାର ଚିକିତ୍ସାରେ ଲାଭଦାୟକ ହେଉଛି ଅଣ୍ଡା

କରୋନା ମହାମାରୀର ଶୀକାର ହୋଇଥିବା ଲୋକଙ୍କ ପାଇଁ ଲାଭଦାୟକ ସାବ୳ସ୍ତ ହୋଇଛି କୁକୁଡ଼ା ଅଣ୍ଡା । ଅଣ୍ଡାରୁ ସଂଗୃହିତ ଆଣ୍ଟିବଡି ଦ୍ବାରା କୋରୋନା ରୋଗର ଚିକିତ୍ସା କରାଯାଇପାରିବ। ଏନେଇ ଦାବି କରିଛନ୍ତି ଆମେରିକୀୟ ବୈଜ୍ଞାନିକ। ଏଗୁଡିକ ପ୍ରତିଷେଧକ ଭାବରେ ବ୍ୟବହାର କରାଯାଇପାରିବ…

ଜଳ ଜୀବନ ମିଶନରେ ରାଜ୳ର ୪୩.୫୨ ଲକ୍ଷ ପରିବାର ପାଉଛି ଟ୍ୟାପ ପାଣି

ଓଡିଶାର ୪୩.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା…

ମଣିଷମୁଣ୍ଡକୁ କୋରି ଖାଆନ୍ତି ମେଲବର୍ଣ୍ଣର ଏହି ଆଦିବାସୀ

ଆଦିବାସୀଙ୍କ ତଥା ସାମ୍ନାକୁ ଆସିଲେ ପାହାଡ, ପର୍ବତ,ଗଛ, ଲତା ଭରା ସବୁଜିମା କଥା ମନକୁ ଆସେ । ତା ସହ ସରଳିଆ ଜନଜାତିଙ୍କ କଥା ମଧ୍ୟ। ଆଜିର ମଣିଷ ଚନ୍ଦ୍ର ରେ ପାଦ ଥାପି ସାରିଲାଣି ସତ ହେଲେ ଏବେ ବି…

‘ଦି ଗ୍ରେ ମ୍ୟାନ’ ପାଇଁ ୧୬ ଶହ କୋଟି ଟଙ୍କା ନେବେ ଧନୁଷ

ବଲିଉଡ଼ ତାରକାଙ୍କ ହଲିଉଡ଼ ଡେବୁ୳ ଏକ ଟ୍ରେଣ୍ଡ ପାଲଟି ଗଲାଣି। ଏଇ ଯେମିତି ସୁପରଷ୍ଟାର ଧନୁଷ। ତାମିଲ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖ୳୲ତି ଅର୍ଜନ କରିବା ପରେ ଏବେ ହଲିଉଡ଼ରେ ନିଜ ଆକ୍ଟିଙ୍ଗର ଯାଦୁ ଦେଖାଇଛନ୍ତି ସୁପରଷ୍ଟାର ଧନୁଷ ।…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଅକୁହା କଥା

କଡ଼ାକଡ଼ି ହେବ ରାଷ୍ଟ୍ରପତି ଲଢେଇ। ଜୋରଦାର ହେବ ଯଶୱନ୍ତ-ଦ୍ରୌପଦୀ ଟକ୍କର। କିଏ ହେବ ଆଗାମୀ ରାଷ୍ଟ୍ରପତି? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ସମ ନେଇ ଏବେ ରାଜନୈତିକ ମହଲରେ ଜେରଦାର ଚାଲିଛି ଗଣିତ କଷା। ବିରୋଧୀ ଯଶଓ୍ୱନ୍ତ ସିଂହ୍ନାଙ୍କ…