ଦେଶ ବିଦେଶକୁ ଗଲା,ସ୍ୱତନ୍ତ୍ର କୋଟିଆ ନାଁରେ ମୁଦ୍ରିତ ଶତାଧିକ ଲଫାପା
କୋରାପୁଟ ; କୋଟିଆ ଆମର । କେବଳ ଓଡିଶା ମାଟିର । କୋଟିଆ ଓଡ଼ିଶାର,ଏ ପରିଚୟକୁ ଅଧିକ ସୁଦୃଢ କରିବାକୁ କୋଟିଆରେ ପୁଣି ଏକ ନୂଆ ପଦକ୍ଷେପ ନେଲେ ଇଫିଏ ସଂସ୍ଥା (ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ) । ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ…
ମହିଳାଙ୍କ ପାଇଁ ସ୍ଵତନ୍ତ୍ର ପାଣ୍ଠି
ମିଶନ ଶକ୍ତି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସୂଚନା। ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି-ସିଏମଆରଏଫ ଢାଞ୍ଚାରେ ଗଠନ ହେବ ଏହି…
ମୋଦି ରାଜ୍ କୁ ୯ ବର୍ଷ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତା ହାତେଇବାକୁ ୯ ବର୍ଷ ହୋଇଯାଇଛି। ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଶାସନ ଭାର ସମ୍ଭାଳିଥିଲେ। ୨୦୧୪ରେ ମୋଦି ଲହରରେ ବସି ଭାରତୀୟ ଜନତା ପାର୍ଟି(ଭାଜପା) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।…
ପ୍ରବଳ ବର୍ଷା ଏବଂ ପବନ ବଦଳାଇଲା ଦିଲ୍ଲୀର ପାଗ
ପ୍ରବଳ ବର୍ଷା ଏବଂ ପବନ ଦିଲ୍ଲୀର ପାଗ ବଦଳାଇ ଦେଇଛି। ଗୁରୁବାର ସନ୍ଧ୍ୟାରେ ଧୂଳି ଝଡ଼ ଏବଂ କିଛି ସମୟ ପରେ ପ୍ରବଳ ବର୍ଷା ପାଗର ମନୋବଳକୁ ବଦଳାଇ ପାଗକୁ ଅତ୍ୟନ୍ତ ମନୋରମ କରିଥିଲା। ଗତକାଲି ସନ୍ଧ୍ୟା ଠାରୁ ପଞ୍ଜାବ ଏବଂ…
ପ୍ରଧାନମନ୍ତ୍ରୀ ରେସରେ ମୋଦି ଆଗୁଆ: ସର୍ଭେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବି ମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ନେତାଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି। ସେଭଳି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ମଧ୍ୟ ବଢିଛି। ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ, ମୋଦିଙ୍କ…
ମନେ ପଡ଼ନ୍ତି ସଂଗୀତ ସମ୍ରାଟ
ସଙ୍ଗୀତ କଥା ଆସିଲେ ମନେ ପଡ଼େ ତାଙ୍କ କଥା, ଯିଏ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ସଙ୍ଗୀତ ପାଇଁ । ଭଜନ ତାଙ୍କ ବିନା ଅଧୁରା । ଜଗନ୍ନାଥଙ୍କ ଭକ୍ତି ତାଙ୍କ କଣ୍ଠାଦାନ ବିନା ଅଧୁରା । ସେ ଆଉ…