Wed. Oct 14th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତା ହାତେଇବାକୁ ୯ ବର୍ଷ ହୋଇଯାଇଛି। ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଶାସନ ଭାର ସମ୍ଭାଳିଥିଲେ। ୨୦୧୪ରେ ମୋଦି ଲହରରେ ବସି ଭାରତୀୟ ଜନତା ପାର୍ଟି(ଭାଜପା) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ପୁଣି ୨୦୧୯ରେ ଆସିଥିବା ମୋଦି ସୁନାମିରେ ବିରୋଧୀ ଦଳଙ୍କ ବହୁ ପୁରୁଣା ଗଡ଼ ବି ଭାଙ୍ଗି ଯାଇଥିଲା। ମୋଦିଙ୍କ ଚେହେରାକୁ ନେଇ ଭାଜପା ୩୦୩ ଲୋକ ସଭା ଆସନରେ ବିଜୟୀ ହୋଇଥିଲା।

Leave a Reply

Your email address will not be published. Required fields are marked *