ଶହିଦ ଜବାନଙ୍କ ଅନ୍ତ୍ୟେଷ୍ଟିକୁ ନେଇ ନକ୍ସଲଙ୍କ ଧମକ, ଆସିପାରିଲାନି ପାର୍ଥିବ ଶରୀର
ଛତିଶଗଡ଼ ଦାନ୍ତେୱାଡାରେ ବୁଧବାର ନକ୍ସଲ ଆଇଇଡି ବିସ୍ଫୋରଣ କରିଥିଲେ। ଫଳରେ ୧୦ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଜବାନ ଓ ଜଣେ ଘରୋଇ ବାହନ ଚାଳକ ପ୍ରାଣ ହରାଇଥିଲେ। ଶହିଦ ଜବାନମାନଙ୍କ ଅନ୍ତିମ ସଂସ୍କାରକୁ ନେଇ ଗୁରୁବାର ନକ୍ସଲ ଧମକ…