Wed. Oct 14th, 2026

ରାଜ୍ୟବାସୀଙ୍କ ମନରେ ପୁଣି ଭୟ ଜାତ ହୋଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢ଼ୁଛି ତାହା ଆଗକୁ ସ୍ଥିତି କଣ ହେବ ତାହା ଏବେ ଭୟ ସୃଷ୍ଟି କରୁଛି। କାରଣ ରାଜ୍ୟରେ ୫୦୦ ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୫୦୨ ଜଣ ନୂଆ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ତେବେ ସେପ୍ଟେମ୍ବର ମାସ ପରେ ଅର୍ଥାତ ୭ ମାସ ପରେ ୫୦୦ ଶହ ଛୁଇଁଲା ସଂକ୍ରମଣ। ଏହାସହ ବର୍ତ୍ତମାନ ୫୦ ଜଣ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏବେ ଏହା ଚିନ୍ତାର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *