0 min read
Latest Popular Trending ଦେଶ ଖବର ଦେଶ ବିଦେଶ ବିଜ୍ଞାନ ସ୍ଵାସ୍ଥ୍ୟ

H3N2 ନେଲା ଜୀବନ,ଦେଶରେ ୯୦ ଆକ୍ରାନ୍ତ

ଦୀର୍ଘ ୨ ବର୍ଷ ଧରି ଦେଶରେ ତାଣ୍ଡବ ରଚିଥିଲା ମହାମାରୀ କରୋନା । ତାର ପ୍ରକୋପ କମି ଆସିଥିବା ବେଳେ ଏବେ ମୁଣ୍ଡ ଟେକିଛି ଏଚ୍୩.ଏନ୍୨ ଭାଇରସ । ଭାରତରେ ଏହି ଭାଇରସର ରୋଗୀ [more…]

0 min read
Latest Popular ଦେଶ ଖବର ଦେଶ ବିଦେଶ

ମହଙ୍ଗା ମାଡ;ବେହାଲ୍ ପାକିସ୍ଥାନ

ଦେଶରୁ ବହୁ ବଡ଼ ବଡ଼ କମ୍ପାନୀ ବନ୍ଦ ହୋଇଯିବା ପରେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ନିକଟ ଅତୀତରେ ଦେଶରେ ଅତି ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି [more…]

0 min read
Latest Popular ବିଜ୍ଞାନ ସ୍ଵାସ୍ଥ୍ୟ

ହାର୍ଟ ଷ୍ଟ୍ରୋକ୍,ଚାରି ମିନିଟରେ ଜଣେ ହାରୁଛନ୍ତି ଜୀବନ

ଆଧୁନିକ ଯୁଗରେ ବୃଦ୍ଧାବସ୍ଥା କି ଯୁବାବସ୍ଥା ସବୁ ସମୟରେ ମାଡି ବସୁଛି ରୋଗ । ହୃତଘାତ ,ମସ୍ତିଷ୍କଘାତ ଓ କର୍କଟ ବର୍ତମାନ ସମୟରେ ଘାତକ ସାଜିବାରେ ଲାଗିଛି । ନାଚୁଥିବା, ଗାଉଥିବା, କାମ କରୁଥିବା [more…]

1 min read
Latest Popular ଦେଶ ଖବର ଦେଶ ବିଦେଶ ବିଜ୍ଞାନ ସହର

ପ୍ରସ୍ତୁତ ହୋଇଛି ଇସ୍ରୋ; ପୁ‌ନଃ ପ୍ରବେଶ ହୋଇଛି ମେଗା ଟ୍ରପିକ୍ସ -୧

ଆହୁରି ଶକ୍ତିଶାଳୀ ହେବ ଇସ୍ରୋ। ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋ ମାର୍ଚ୍ଚ ୭ ରେ ମେଗା ଟ୍ରପିକ୍ସ -୧ (MT1) ଉପଗ୍ରହକୁ ପୁ‌ନଃ ପ୍ରବେଶ କରିବାର ଆହ୍ବାନମୂଳକ କାର୍ଯ୍ୟ କରିବାକୁ ପ୍ରସ୍ତୁତ [more…]

1 min read
Latest Popular ନିରବ ନୀଡ଼ ମିଠାକଥା

ପାହାଡୀ ଈଶ୍ୱର

ଏଠି ! ସ୍ୱର୍ଗ ଦାୟିତ୍ଵ’ରେସ୍ୱୟଂ ‘ସ୍ୱୟଂଭୁ’ବ୍ରହ୍ମାଣ୍ଡ ଯାକରକଥା ବୁଝୁ ବୁଝୁଥକ୍କି ଯାଆନ୍ତି,‘ମାଲ୍ୟଵନ୍ତ’ଭୂମି’ରମହାପ୍ରଭୁ,ପୃଥିବୀ ଯାକ’ରଦୁଃଖଭାରବୋହିବା’ପାଇଁଏବେ‘ମହାଯାତ୍ରା’ରେବେଣ୍ଟ ଡ଼ଙ୍ଗରିଆ,ଅରଣ୍ୟ’ଈଶ୍ୱର ? ପାହାଡ଼ ଖୋଲ’ ସନ୍ଧି’ରେ,ଆନ୍ଧ୍ର ଓଡ଼ିଶା କନ୍ଦି’ରେ‘ପୋଲୁର୍’ଗାଁ କଡ଼ରେ‘ସାବେରୀ’ସିଲେରୁ’ନଈରେବାଉଁଶଡ଼ଙ୍ଗା ଚାପରେଲକ୍ଷେ ଭକ୍ତଙ୍କ ମେଳରେଜଳକ୍ରୀଡା ‘ଜଳତ୍ସୋଵ‘କାଲିମେଳା’ ‘ମୋଟୁ’ ‘ପଡ଼ିଆ’ମାଟି ରେଐତିହାସିକ’ରମ୍ପାଜଙ୍ଗଲ’ଛାତି’ରେଶିଆଡିଲତା’ର [more…]

0 min read
Latest Popular ଓଡ଼ିଶା ଜୀବନ ସଂସ୍କୃତି ମୋ ଗାଁ

ଆସୁଛି ରଙ୍ଗର ପର୍ବ; କ’ଣ କହୁଛି ପୁରାଣ?

ଆଗକୁ ହୋଲି ଆସୁଛି । ସାରା ଦେଶ ହୋଲି ପାଇଁ ଉତ୍ସବ ମୁଖରେ ହୋଇ ଉଠିଛି । କେତେକ ସ୍ଥାନରେ ଏବେ ଠାରୁ ହିଁ ହୋଲି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । [more…]

1 min read
Latest Popular ଦେଶ ଖବର ଦେଶ ବିଦେଶ ସିନେମା ଖବର

ଧମାଲ କରିବେ ରଣବୀର-ଶ୍ରଦ୍ଧା

ବିଟାଉନରେ ପପୁଲାର ଷ୍ଟାର ରଣବୀର କପୁର- ଶ୍ରଦ୍ଧା କପୁର । ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍ ରେ ଦେଖିବାକୁ ମିଳିବ  । ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’ ମୁକ୍ତିଲାଭ ପାଇଁ [more…]

1 min read
Latest Popular ଦେଶ ଖବର ଦେଶ ବିଦେଶ ରାଜନୀତି ସହର

ଦିଲ୍ଲୀରେ ନେତାଙ୍କ ହୋଲି

ହୋଲି, ରଙ୍ଗର ପର୍ବ, ସୁଖର ପର୍ବ, ହୋଲି, ଯାହା ଶତ୍ରୁକୁ ମଧ୍ୟ ଆଲିଙ୍ଗନ କରିବାର ବାର୍ତ୍ତା ଦେଇଥାଏ। ହୋଲିର ପର୍ବ ବର୍ତ୍ତମାନଠାରୁ ସମଗ୍ର ଦେଶରେ ଦେଖିବାକୁ ଆରମ୍ଭ କରିଛି । ବଜାରଗୁଡିକ ରଙ୍ଗୀନ ଏବଂ [more…]

0 min read
Latest Popular ଓଡ଼ିଶା ଖେଳ ଦେଶ ଖବର ଦେଶ ବିଦେଶ

କମ୍ପିବ ବିର୍ସାମୁଣ୍ଡା ଷ୍ଟାଡିୟମ,୧୫ରୁ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍

ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁଣି ଖେଳାଯିବ ହକି ପ୍ରୋ ଲିଗ । ମ୍ୟାଚର ଟିକେଟ ନେବାକୁ ଦର୍ଶକଙ୍କ ମାନଙ୍କର ଲାଗିଲାଣି ଲମ୍ବା ଲାଇନ । ମାର୍ଚ୍ଚ ୧୦ ତାରିଖ ଠାରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ [more…]

1 min read
Latest Popular ଦେଶ ଖବର ଦେଶ ବିଦେଶ ସହର

ଭାରତୀୟଙ୍କର ବଢୁଛି ମୁଣ୍ଡପିଛା ଆୟ

ଭାରତୀୟ ଅର୍ଥନୀତିକୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ବର୍ତମାନ ଲୋକଙ୍କ ମୁଣ୍ଡପିଛା ଆୟକୁ ନେଇ ଆସିଛି ଏକ ରିପୋର୍ଟ । ଭାରତୀୟଙ୍କ ମୁଣ୍ଡପିଛା ଆୟରେ ବୃଦ୍ଧି ହୋଇଛି । ମୋଦି ସରକାରଙ୍କ [more…]