ଭାଗବଣ୍ଟାରେ ଚାଲିବ ନେପାଳରେ ସରକାର
ଶେଷ ହେଲା ନେପାଳ ରାଜନୈତିକ ଅସ୍ଥିରତା । ଭାଗବଣ୍ଟାରେ ହେବ ସରକାର । ପ୍ରଥମ ଅଢେଇ ବର୍ଷ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ହେବେ ପ୍ରଧାନମନ୍ତ୍ରୀ । ଏହାପରେ ସିପିଏନ-ୟୁଏମଏଲ ସରକାର ଗଢ଼ିବେ । ୫ ଦଳଙ୍କ ସମର୍ଥନରେ ପ୍ରଚଣ୍ଡ…
କିଡନୀ ପ୍ରତିରୋପଣ ପରେ ଡାକ୍ତରଖାନାରୁ ବାହାରିଲେ ଲାଲୁ ଯାଦବ
କିଡନୀ ପ୍ରତିରୋପଣ ପରେ ଡାକ୍ତରଖାନାରୁ ବାହାରିଲେ ଲାଲୁ ଯାଦବ । ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ପରେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ତେବେ ବର୍ତ୍ତମାନ ମଧ୍ୟ ସେ ସିଙ୍ଗାପୁରରେ ଅଛନ୍ତି । ଡାକ୍ତରଖାନା ପାଖରେ ତାଙ୍କୁ ରଖାଯାଇଛି…
ମେସିଙ୍କ ବିଶ୍ଵ କପ୍ ସ୍ଵପ୍ନ ସାକାର,୩୬ ବର୍ଷ ପରେ ବିଶ୍ବ ବିଜୟୀ ଆର୍ଜେଣ୍ଟିନା
୨୦୨୨ ଫିଫା ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । ଆଜି ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ୨୦୨୨ ଫିଫା ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଇଥିଲା। ଫାଇନାଲ ମୁକାବିଲାରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା । ପେନାଲ୍ଟି ସୁଟ୍ଆଉଟ୍ରେ…
ବାଣପୁରରେ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଣପୁର ରେ ୧୬ ଓ ୧୭ ଦୁଇଦିନ ବ୍ୟାପି ଚାଲିଥିବା କ୍ରୀଡା ପ୍ରତିଯୋଗିତା ଆଜ ଉଦଯାପିତ ହୋଇଯାଇଛି।ଗତକାଲି ବାଣପୁର ମାଆ ଭଗବତୀ ମନ୍ଦିରରୁ ମଶାଲ ଯାତ୍ରା , ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ପରିସରରେ…
ଏସିଡ୍ ବିକିବାରୁ ଦିଲ୍ଲୀ ମହିଳା କମିଶନଙ୍କ ଫ୍ଲିପକାଟ୍ ଓ ଆମାଜନକୁ ନୋଟିସ୍
ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ ମାଡ । ବିଚ୍ ରାସ୍ତାରେ ଜନଗହଳି ଭିତରେ ଦିଲ୍ଲୀରେ ସ୍କୁଲ୍ ଛାତ୍ରୀଙ୍କୁ ଏସିଡି ଫିଙ୍ଗିବା ଘଟଣା ନେଇ ହଇଚଇ ସୃଷ୍ଟି ହୋଇଛି । ଜନଗହଳିରେ ଏଭଳି ଭୟଙ୍କର ଘଟଣା ପରେ ଲୋକଙ୍କ ସୁରକ୍ଷାକୁ…