କାଲିଠାରୁ ଓଡ଼ିଶାରେ ବର୍ଷା ସମ୍ଭାବନା
ଡରାଉଛି ଆଉ ଏକ ପଶ୍ଚିମାଝଡ଼ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ ପବନ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ…
ଆଇପିଏଲ୍ ପୂର୍ବରୁ ଲଞ୍ଚ୍ ହେଲା ‘CRICKPE’ ଆପ୍
ଭାରତପେ ସଂସସ୍ଥାପକ ତଥା ଶାର୍କ ଟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ଏକ ନୂଆ କ୍ରିକେଟ୍ ଆପ୍ ଲଞ୍ଚ କରିଛନ୍ତି। ଯାହାର ନାଁ ରହିଛି ‘କ୍ରିକ୍ପେ’। ମାର୍ଚ୍ଚ ୩୧ରେ ଆଇପିଏଲ୍ ହେବାକୁ ଥିବା ବେଳେ ତା ପୂର୍ବରୁ ଏହି ଆପ୍କୁ…
ବାପାଙ୍କ ସମ୍ପତ୍ତିରେ ଝିଅଙ୍କ ଅଧିକାରକୁ ନେଇ ଏମିତି କହିଲେ ବମ୍ବେ ହାଇକୋର୍ଟ
ଯଦି ଘରର ଝିଅକୁ ବିବାହ ସମୟରେ ଯୌତୁକ ଦିଆଯାଇଥାଏ ତଥାପି ସେ ପାରିବାରିକ ସମ୍ପତ୍ତିରେ ତାର ଅଧିକାର ଜାହିର କରିପାରିବ। ଏକ ମାମଲାର ଶୁଣାଣିରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଏହା କହିଛନ୍ତି। ଆବେଦନକାରୀ ତାଙ୍କୁ ୪ ଭାଇ ଓ ମାଙ୍କ…
ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ ମାଗୁଣି ଚରଣ କହଁର
ରାଷ୍ଟ୍ରପତି ଭବନରେ ବୁଧବାର ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆ ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହାତରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି କେନ୍ଦୁଝରର ମାଗୁଣି ଚରଣ କୁଅଁର ।କଣ୍ଢେଇ ତିଆରି ପାଇଁ କେନ୍ଦୁଝରରେ ମାଗୁଣି ଚରଣ କୁଅଁର ବେଶ୍…
କଟକଣାକୁ ଫୁ; ବିହାର ଷ୍ଟେସନରେ ଚାଲିଲା ପର୍ଣ୍ଣ
ରେଳ ଷ୍ଟେସନରେ ଚାଲିଲା ବ୍ଲୁ ଫିଲ୍ମ । ଲାଜରେ ମୁହଁ ତଳକୁ କରିଦେଲେ ଯାତ୍ରୀ । ଗୋଟେ କି ଦୁଇ ମିନିଟ ନୁହେଁ ଲଗାତାର ୩ ମିନିଟ ଧରି ଚାଲିଛି ବ୍ଲୁ ଫିଲ୍ମ । ରେଳ ଷ୍ଟେସନରେ ଲାଗିଥିବା ଟିଭି ସ୍କ୍ରିନରେ…
ପଖାଳ ଦିବସ: କ’ଣ କହୁଛି ଜଗନ୍ନାଥ ସଂସ୍କୃତି?
ଆଜି ମାର୍ଚ୍ଚ ୨୦ ଅର୍ଥାତ ବିଶ୍ୱ ପଖାଳ ଦିବସ । ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରୁଛନ୍ତି ଏହି ପଖାଳ ଦିବସ । ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି…
ଆର୍ଯ୍ୟଭୂମି ଲଦାଖ-ଭାଗ ୧୨
ମାଳ ମାଳ ଆର୍ମି ଟ୍ରକ୍ ପାଖ ଦେଇ ଖୁବ ସତର୍କତାର ସହ ଗାଡ଼ି ଚଲେଇ ଆମ ଡ୍ରାଇଭର ସୌକତ ଅଲି ଆମକୁ ନେଇ ଆସିଲା ଆଉ ହଜାରେ ମିଟର ତଳକୁ। ଚାଙ୍ଗ ଲା ସମୁଦ୍ରପତ୍ତନ ଠାରୁ ୫୩୯୧. ୩ ମିଟର ବା…