Mon. Nov 30th, 2026

Category: ଆଞ୍ଚଳିକ

ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ

ସୁବର୍ଣ୍ଣପୁର ସହରର ବଡବଜାର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ । ଅଶ୍ଳିଳ ଭିଡ଼ିଓ ମାଧ୍ୟମରେ ବ୍ଲାକମେଳିଂ କରି ପ୍ରାୟ ୩ ଲକ୍ଷ ୭୮ ହଜାର ଶହେ ଟଙ୍କା…

ମୁଁ ବି ହେବି ମିତା ଅଭିଯାନର ଶୁଭାରମ୍ଭ

ରାୟଗଡ:-ତା ୭/୦୯-ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ କାର୍ଯ୍ୟକ୍ରମ ଅନ୍ତର୍ଗତ “ମୁଁ ବି ମିତା ଅଭିଯାନ “ରାୟଗଡ ଜିଲ୍ଲାର ଆରମ୍ଭ ହୋଇଛି।ବୁଧବାର ରାୟଗଡ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦ ଉତ୍ସବ 

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ପବିତ୍ର ନନ୍ଦ ଉତ୍ସବ । ଦୁର୍ଗା ଜନ୍ମଉତ୍ସବ ନୀତି ସମାପନ ହେବା ପରେ ନନ୍ଦଉତ୍ସବ ନିମନ୍ତେ ଦୋଳିରେ ଅଧିଷ୍ଠିତ ହୋଇଥିବା ରାମ, କୃଷ୍ଣ ଓ ମଦନମୋହନଙ୍କୁ ସେଠାରେ ଏକ ଖଟ ଉପରେ…

ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ଘୂର୍ଣ୍ଣିବଳୟ ଆଜି ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଯାଏ ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବା…

ସୁବର୍ଣ୍ଣପୁରରେ ନିଆରା ଗୁରୁବନ୍ଦନା କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ପବିତ୍ର ଗୁରୁଦିବସ ଅବସରରେ ସୁବର୍ଣ୍ଣପୁରରେ ନିଆରା ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗୁରୁମାନଙ୍କ ସମ୍ମାନାର୍ଥେ ଜିଲ୍ଲାର ଶିବତଲା ସ୍ଥିତ ଶ୍ରୀହରି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି ନିଆରା ଗୁରୁବନ୍ଦନା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଏକା…

ଜାଲ ନୋଟ ଜବତ ଘଟଣା, ଅଭିଯୁକ୍ତଙ୍କ ଘରେ ପୁଣି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ

ଶବ୍ଦ ଓଡିଶା ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରୁ ଜାଲ ନୋଟ ଜବତ ଘଟଣା । ଅଭିଯୁକ୍ତଙ୍କ ଘରେ ପୁଣି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି । ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚର…

ଶ୍ରୀକୃଷ୍ଣ ଜନ୍ମୋତ୍ସବ, ପୂଜାର୍ଚ୍ଚନା ପାଇଁ ବିଭିନ୍ନ ମନ୍ଦିରରେ ଭିଡ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଶ୍ରୀକୃଷ୍ଣ ଜନ୍ମୋତ୍ସବ । ପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି କରାଯିବ । ସଂଧ୍ୟା ଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ମହାଜନ ସେବକଙ୍କ ଦ୍ୱାରା ଏହି ନୀତି…

ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଇଏମଡିର ଆକଳନ

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଏହାର ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ। ଆଜି ଓ ଆସନ୍ତାକାଲି ମୁଖ୍ୟତଃ ପ୍ରବଳ ବର୍ଷା ହେବା ନେଇ ଆଇଏମଡି…

ସୁବର୍ଣ୍ଣପୁରରେ ୪୧ ଲକ୍ଷ ୨୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରେ ଜାଲ୍‌ ନୋଟ୍‌ ରାକେଟ୍ ଠାବ । ୪୧ ଲକ୍ଷ ୨୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ ଜଣ କୁ ଗିରଫ କରି କୋର୍ଟ ଚାଲାଣ କଲା STF । ସୂଚନା ଅନୁସାରେ ରାଜ୍ୟ କ୍ରାଇମ୍…

ଶିଶୁପାଳଗଡ଼ ସଂଘବଦ୍ଧ ଆକ୍ରମଣ: ଜେଲ୍‌ଗ‌ଲେ ୨ ଆକ୍ରମଣକାରୀ

ଶବ୍ଦ ଓଡିଶା ବ୍ୟୁରୋ : ଶିଶୁପାଳଗଡ଼ ଅଞ୍ଚଳରେ ଘଟଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ଧଉଳି ଥାନା ପୁଲିସ ଆକ୍ରମଣକାରୀ ଗୋଷ୍ଠୀର ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଦ୍ବୟ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ବର,…