Mon. Nov 30th, 2026

Category: ଆଞ୍ଚଳିକ

ଲାଇନଚ୍ୟୁତ ହେଲା ମାଲବାହୀ ଏକ୍ସପ୍ରେସ୍, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ଲାଇନଚ୍ୟୁତ ହେଲା ମାଲବାହୀ ଏକ୍ସପ୍ରେସ୍ । ଗୁୁରୁବାର ବିଶାଖାପାଟଣା କିରଣ୍ଡୁଲ ଟ୍ରେନର ୧୧ ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ନେଇ ସୂଚନା । ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରଠାରେ ବିଶାଖାପାଟଣା କିରଣ୍ଡୁଲ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ବଗିଗୁଡିକ ଟ୍ରେନ୍…

ଶିମିଳିପାଳ ଅଭୟାରଣ୍ୟରୁ ବାଘ ଚମଡା ଜବତ

ଶବ୍ଦ ଓଡିଶା ବ୍ୟୁରୋ: ପୁଣି କଲରାପତିରିଆ ବାଘ ଚମଡା ଜବତ, ୮ ଗିରଫ । ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବନ ବିଭାଗ ଏ ବାବଦରେ ଅନ୍ଧାରରେ ଥିବା ବେଳେ ମୟୂରଭଞ୍ଜ ପୁଲିସ…

ରାୟଗଡା ସେକ୍ରେଡ ହାର୍ଟ ସ୍କୁଲର ୫୩ତମ ବାର୍ଷିକ ଉତ୍ସବ ପାଳିତ

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡା ସହର ସ୍ଥିତ ସେକ୍ରେଡ ହାର୍ଟ ସ୍କୁଲର ୫୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି lଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣେଲ ଭି. ଏସ. ଶ୍ରୀନିବାସ, ମହିଳା ବାଟାଲିଆନ (NCC), ସମ୍ମାନିତ ଅତିଥି ପ୍ରୋଭିନସିଆଲ ରେଭ…

ରାତି ଅଧିଆ ବିମାନ ବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳି ପ୍ରମାଣ ଖୋଜିଲା କ୍ରାଇମବ୍ରାଞ୍ଚ

ଶବ୍ଦ ଓଡିଶା ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ପାଇଖାନା ଟାଙ୍କିରେ ଲୁଚିଛି ପ୍ରମାଣ । ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ଏହି ସମୟରେ ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି…

ପାଣି ପଞ୍ଚାୟତ ରଥ ପରିକ୍ରମାର ଶୁଭାରମ୍ଭ

ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଣିପଞ୍ଚାୟତର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଅତିରକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ଯୋଗଦାନ କରି ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ l ଏହି ପାଣି ପଞ୍ଚାୟତ ରଥ ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ , ରାଜ୍ୟ…

ନବଙ୍କ ମୃତ୍ୟୁ ପରେ ସିରିଜ ସସପେଣ୍ଡ

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ନିଆଯାଇଛି କାର୍ଯାନୁଷ୍ଠାନ । ଆଇପିଏସ୍ ସ୍ତରରେ ବଡ ଅଦଳ ବଦଳ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି…

ଭୁବନେଶ୍ୱରରେ ଆଜିଠାରୁ ପଦୋନ୍ନତି ଅଦାଲତ, କର୍ମଚାରୀଙ୍କ ଅଭିଯୋଗ ଶୁଣିବେ ଅଧିକାରୀ

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେବ । ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇପାରିଥାନ୍ତେ କିନ୍ତୁ ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗଗୁଡ଼ିକ ପଦୋନ୍ନତି ଅଦାଲତରେ…

ଜେଲ ଗଲେ ଗୋପାଳ ଦାସ : ଅରୁଣ ବୋଥ୍ରା କହିଲେ, ସତ ମାନିଛି ଗୋପାଳ

ଶବ୍ଦ ଓଡିଶା ବ୍ୟୁରୋ: ଜେଲ ଗଲେ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଗୋପାଳ ଦାସଙ୍କୁ ଝାରୁସୁଗୁଡାର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ସୋମବାର ରାତିରେ କଡା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ…

ନବ ଦାସଙ୍କୁ ଗାର୍ଡ ଅଫ୍ ଅନର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କୁ ଗାର୍ଡ ଅଫ୍ ଅନର । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । କିଛି ସମୟ ପରେ ନବ ଦାସଙ୍କ ପାର୍ଥିବ ଶରୀରକୁ ବିଜେଡି ଅଫିସ ନିଆଯିବ । ଶ୍ରଦ୍ଧାଞ୍ଜଳି…

ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ । ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କଲେ । ଶେଷ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡିଛନ୍ତି…