ଲାଇନଚ୍ୟୁତ ହେଲା ମାଲବାହୀ ଏକ୍ସପ୍ରେସ୍, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ଲାଇନଚ୍ୟୁତ ହେଲା ମାଲବାହୀ ଏକ୍ସପ୍ରେସ୍ । ଗୁୁରୁବାର ବିଶାଖାପାଟଣା କିରଣ୍ଡୁଲ ଟ୍ରେନର ୧୧ ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ନେଇ ସୂଚନା । ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରଠାରେ ବିଶାଖାପାଟଣା କିରଣ୍ଡୁଲ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ବଗିଗୁଡିକ ଟ୍ରେନ୍ ଲାଇନରୁ ବାହାରି ବାହାରେ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାର ଟିମ୍ ପହଞ୍ଚିି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବା ସୂଚନା ।

You May Also Like

More From Author

+ There are no comments

Add yours