Sun. Nov 29th, 2026

Category: ଆଞ୍ଚଳିକ

ପୁଅ ଆଗରେ ବାପାଙ୍କୁ ଟାଣିନେଲା କୁମ୍ଭୀର

ଶବ୍ଦ ଓଡିଶା ବ୍ୟୁରୋ : ରାଜନଗର ଅଞ୍ଚଳରେ କୁମ୍ଭୀର ଆତଙ୍କ ସୃଷ୍ଟି କରିଛି। ଗତକାଲି ପେଣ୍ଠ ବେଳାଭୂମିକୁ ଯାଇଥିବା ରାସ୍ତା ଉପରେ କୁମ୍ଭୀର ବୁଲୁଥିବା ବେଳେ ଆଜି ବ୍ରାହ୍ମଣୀ ନଦୀ କୂଳରୁ ପୁଅ ସାମ୍ନାରେ ବାପାଙ୍କୁ ଟାଣି ନେଇଛି କୁମ୍ଭୀର। ସଂପୃକ୍ତ…

ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ

ଶବ୍ଦ ଓଡିଶା ବ୍ୟୁରୋ : ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।ସେହିପରି ଶ୍ରୀମନ୍ଦିର…

ରାଜ୍ୟରେ ୩ରୁ ପ୍ରବଳ ବର୍ଷିବ

ଶବ୍ଦ ଓଡିଶା ବ୍ୟୁରୋ : ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ପୁରୀ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପୁରୀ ୩୧/୮ ନିଜର ଦାୟିତ୍ୱ କୁ ସୁଚାରୁ ରୂପେ ନିର୍ବାହ ସହ ନାଗରିକ ର କର୍ତ୍ତବ୍ୟ ପାଳନ କରି ପାରିଲେ ସ୍ୱାୟତ୍ତ ଶାସନ ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ।ଆଜି…

ସୋନପୁର ପୈାରପରିଷଦ ଓ ବିନିକା,ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୈାରପରିଷଦ ଓ ବିନିକା,ତରଭା ବିଜ୍ଞାପିତ ଅଚଂଳ ପରିଷଦରେ ଆଜି ଅଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ସୋନପୁର ପୈାରପରିଷଦର ଅଧକ୍ଷା ଓ ନିର୍ବାଚିତ କାଉନସିଲର ମାନଙ୍କ ସହିତ ପ୍ରଥମେ ସୋନପୁର…

ସୋନପୁର ବିଜେପିରେ କଳି, ଜିଲ୍ଲା ବିଜେପି ସଭାପତିଙ୍କ ପ୍ରେସ ମିଟ

ସୋନପୁର ବିଜେପିରେ କଳି । ଗତ ୨୮ତାରଖରେ ବଳରାମ ସିଂ ଯାଦବ ଓ ବଳଦେବ ବେଦବାକ ପ୍ରମୁଖ ବିଜେପିର ପୋଷ୍ଟର ବେନର ଧରୀ ଜିଲ୍ଲାର ତିନୋଟି ବ୍ଲକରେ ଆନ୍ଦୋଳନ କରିବା ସହିତ ଗୋଟିଏ ଲେଖାଏଁ ଦାବୀ ପତ୍ର ପ୍ରଦାନ କରିଥିଲେ ।…

ବର୍ଷା ସାହିତ୍ୟ ସଂସଦ ତରଫରୁ ଗଙ୍ଗାଧର ମେହେର ଜୟନ୍ତି ସମାରୋହ, ଆର୍ଯ୍ୟଭୂମି ଲଦାଖ ବହି ଲୋକାର୍ପିତ

ଦାମନଯୋଡି: ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥି ଓ ସ୍ଵଭାବ କବି ଗଙ୍ଗାଧର ମେହେର’ଙ୍କ ଜୟନ୍ତୀ ଅବସରରେ ବର୍ଷା ସାହିତ୍ୟ ସଂସଦ ଦାମନଯୋଡ଼ି ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବ ଶ୍ରୀ ପ୍ରମୋଦ କୁମାର…

ମାଆ ତାରିଣୀ ହେଲପିଂ ହ୍ୟାଣ୍ଡସ ତରଫରୁ ବାସଗୃହ ପ୍ରଦାନ । ଅସହାୟ ବିଜୟଙ୍କ ପରିବାରକୁ ସହାୟତା

ଶବ୍ଦ ଓଡିଶା ବ୍ୟୁରୋ : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଂ ହ୍ୟାଣ୍ଡସ ତରଫରୁ ବାସଗୃହ ପ୍ରଦାନ କରାଯାଇଛି | ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ବିଜିପୁର ଗ୍ରାମର ଅସହାୟ ଏବଂ ବାସହୀନ ବିଜୟ ପରିବାରକୁ…

ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା 

ଶବ୍ଦ ଓଡିଶା ବ୍ୟୁରୋ : ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା। ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥ ବାଇପାସ…

ଯୁବକଙ୍କ ମୃତଦେହ ଗାଁ ଦାଣ୍ଡରୁ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ : ଯୁବକଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ପକାଇଦେଇ ପଳାଇଲେ ଦୁର୍ବୃତ୍ତ। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ତାକୁଡ ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ଲେଣ୍ଡି ଗାଁର ରମେଶ ବାରିକ। ରମେଶଙ୍କୁ କେହି ଦୁର୍ବୃତ୍ତ…