Mon. Nov 30th, 2026

Category: ଆଞ୍ଚଳିକ

ପାଣି ପଞ୍ଚାୟତ ଦୁର୍ନୀତି,ସୁବର୍ଣ୍ଣପୁର ଜିଲ୍ଲାପାଳ ଚାଷୀଙ୍କ ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫେରାଦ ହେଲେ ବିନିକା ବ୍ଲକ ହୁତୁମା ଗ୍ରାମର ଚାଷୀ । ସୂଚନା ଆକାରରେ ହୁତୁମା ଗ୍ରାମର ଓଁ ନମଃ ଶିବାୟ ପାଣିପଚାଂୟତ ଓ ଗାୟତ୍ରୀ ପାଣି ପଚାଂୟତ ନାମରେ ଦୁଇଟି ପାଣି ପଚାଂୟତ ଗଠନ ହୋଇ କାର୍ଯ୍ୟ…

ସୁବର୍ଣ୍ଣପୁର ଜିଲ୍ଲା ପଧାନପାଲି ଗାଁରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର ଜିଲ୍ଲା ପଧାନପାଲି ଗାଁ ନିକଟ ଆମ୍ବ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଆଜି ସକାଳୁ ଜଣେ ଯୁବକଙ୍କ ମୃତ ଦେହ ଗାଁ ନିକଟରେ ଥିବା ଏକ ଆମ୍ବ ଗଛରେ ଝୁଲୁଥିଲା । କିଛି ଲୋକ…

ବିଜେପିର ହିତାଧିକାରୀ ସମ୍ମିଳନୀ, ବିଧାୟକଙ୍କ ଦାୟୀତ୍ଵଙ୍କୁ ନେଇ ପ୍ରଶ୍ନ କଲେ ପୁରନ୍ଦେଶ୍ୱରୀ

କୋରାପୁଟ :କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ ସେବା, ସୁଶାସନ ଓ ଗରୀବ କଲ୍ୟାଣ ସଂପର୍କରେ ବିଜେପି ମହାସଂପର୍କ ଅଭିଯାନ ଆରମ୍ଭ କରିଛି।ଏହି ଅବସରରେ ବିଜେପି ଜାତୀୟ ସାଧାରଣ ସମ୍ପାଦିକା ତଥା ଓଡିଶା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଆଜି…

ପଲସାପାଲିରେ ଅଗ୍ନିକାଣ୍ଡ, ୭ ଗାଈ ଜୀବନ୍ତ ଦଗ୍ଧ‌, ୩ ଗୁରୁତର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତର ପଲସାପାଲି ଗାଁରେ ଥିବା ଏକ ଚାଷଜମିରେ କେହିଜଣେ ଦୁର୍ବୃତ୍ତ ନିଆଁ ଲଗେଇଥିଲା l ନିଆଁ ବ୍ୟାପି ଗାଁର ଚୈତନ୍ୟ ମେଲ୍ଲୀ ଏବଂ କୃପାମେଲ୍ଲୀଙ୍କ ଘରେ ଲାଗିଥିଲା l ନିଆଁର କରାଳ ଆଁରେ ଜୀବନ୍ତ…

ରଥଯାତ୍ରା ପୂର୍ବରୁ ତିନିଦିନିଆ ଆଶୁ ଚିକିତ୍ସା ପ୍ରଶିକ୍ଷଣ ଶିବିର ଆୟୋଜନ ଆରମ୍ଭ

ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ସେଣ୍ଡ ଯୋନ ଆମ୍ବୁଲାନ୍ସ ପୁରୀ ଜିଲ୍ଲା ପକ୍ଷରୁ ତିନିଦିନିଆ ଆସୁ ଚିକିତ୍ସା ପ୍ରଶିକ୍ଷଣ ଶିବିର ଆୟୋଜନ ଆରମ୍ଭ ହୋଇଛି । ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଠାରୁ ଆରମ୍ଭ…

ବର କନ୍ୟାକୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ,୪ ଆହତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ର କୃଷି ବିଜ୍ଞାନକେନ୍ଦ୍ର ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଲା ବରକନ୍ୟା ଙ୍କୁ ନେଇ ଫେରୁଥିବା ଗାଡ଼ି । ଗାଡ଼ି ଟି ବଲାଙ୍ଗିର ପଟୁ ଆସୁଥିବା ବେଳେ କୃଷିବିଜ୍ଞାନ୍ କେନ୍ଦ୍ର ନିକଟରେ ଭାରସାମ୍ୟ…

ହିଟ୍ ୱେଭ ପାଇଁ ଆଲର୍ଟ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଗକୁ ଦୁଇ ଦିନ ଏଭଳି ପ୍ରଚଣ୍ଡ ତାତି ସମସ୍ତଙ୍କୁ କଲବଲ କରିବ । ଭୟଙ୍କର ଗ୍ରୀଷ୍ମ ଲହରୀ ବହିବ ।ଏଭଳି ଭୟଙ୍କର ତାତିକୁ ଆଖିରେ ରଖି ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ଚିନ୍ତାପ୍ରକଟ କରିଛନ୍ତି । ଆବଶ୍ୟକ…

ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ

ପୁରୀ : ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ନିଗମ ପକ୍ଷରୁ ପୁରୀ ନୀଳାଚଳ ଅର୍ବାନ ହାଟ ପରିସରରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ରଜ ଉତ୍ସବ ଆଜି ସଂଧ୍ୟାରେ ଉଦଘାଟିତ ହୋଇ ଯାଇଛି।ବୟନିକାର ପରିଚାଳନା ସଭାପତି ପ୍ରକାଶ ଚନ୍ଦ୍ର ମେହେର…

ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ଆତ୍ମନିର୍ଭରର ଆହ୍ବାନ ନେଇ ବୈଠକ

ଉଦ୍ୟମିତା ମାଧ୍ୟମରେ ଯୁବକ କିପରି ସ୍ୱାବଲମ୍ବୀ ହେବେ ଏବଂ ଭାରତ କିପରି ଆତ୍ମ ନିର୍ଭର ହେବ ତାକୁ ନେଇ ଏକ ଆଲୋଚନା ଚକ୍ର ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟବକ୍ତା ଭାବରେ ପୁରୀ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ…

୫୧୬ କିଲୋ ଗଞ୍ଜେଇ ଜବତ,୨ ଗିରଫ

କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ବାଡେଲ ଗାଁ ନିକଟରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ସେଠାରେ ଥିବା ୨୧ଟି ଜରି ବ୍ୟାଗରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେଦୁହେଁ…