ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ମୋହର
ଶବ୍ଦ ଓଡିଶା ବ୍ୟୁରୋ: କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ । ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଓଡିଶା ପରିବାର ନିର୍ଦ୍ଦେଶାଳୟ ଖୋଲାଯିବା…
ଶବ୍ଦ ଓଡିଶା ବ୍ୟୁରୋ: କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ । ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଓଡିଶା ପରିବାର ନିର୍ଦ୍ଦେଶାଳୟ ଖୋଲାଯିବା…
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଏବଂ ଗମ୍ବାରୀଗୁଡା କ୍ଲଷ୍ଟରରେ ଗଡିଲା ଶିକ୍ଷା ସଚେତନତା ରଥ l ଝରାବାହାଲ କ୍ଲଷ୍ଟରର ୮ଟି ସ୍କୁଲକୁ ଶିକ୍ଷା ସଚେତନତା ରଥ ପରିଦର୍ଶନ କରିଥିବା ନେଇ ଝରାବାହାଲ କ୍ଲଷ୍ଟରର ସିଆରସିସି କୁମୁଦ କୁମାର ବାଘ ଗଣମାଧ୍ୟମକୁ…
ଗଜପତି ଜିଲ୍ଲା ମୋହନା ବ୍ଳକ ପାହାଡିଆ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଯୁବ ଗ୍ରାମପଞ୍ଚାୟତର ଡୁଣ୍ଡ୍ରୁମ ଗ୍ରାମରେ ହାଡଫୁଟି ଓ ମିଳିମିଳା ଆକ୍ରାନ୍ତ ଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଗ୍ରାମରେ ୧୩୦ଟି କୁଇ କନ୍ଧ ସମ୍ପ୍ରଦାୟର…
ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନା ସମାରୁ ସାହୁ। ତାଙ୍କୁ ୬୫ ବର୍ଷ ହୋଇଛି। ଗତକାଲି ରାତ୍ରି ପ୍ରାୟ ୧୨ ବେଳେ…
ଶବ୍ଦ ଓଡିଶା ବ୍ୟୁରୋ: ସାମାନ୍ୟ କଳିରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ। ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବିନ୍ଧାଣି। ତାଙ୍କ ସ୍ୱାମୀଙ୍କ…
ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ ସକ୍ରିୟ ଥିବା ବେଳେ ଶନିବାର ରାତିରେ ଟାଉନ ଥାନା ପୁଲିସ ସେଠାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।…
ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରୁ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ କଏଦୀଙ୍କ ନାଁ ରବୀନ୍ଦ୍ର ମେହେର। ତାଙ୍କ ଘର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗାଁରେ। ୨୦୧୫ରେ ସେ ତାଙ୍କ ପରିବାରର ଦୁଇ…
ଆଣ୍ଟିବାୟୋଟିକ ଇଞ୍ଜେକ୍ସନ ନେଇ ଗ୍ରାମରଖିଙ୍କ ଡାକ୍ତରଖାନାରେ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଣପୁର ଡାକ୍ତରଖାନାରେ। ବାଣପୁର ଥାନା କୋଳଥଦିହ ଗାଁର ପାଣ୍ଡବ ନାୟକଙ୍କ ହାତରେ ଥିବା ଏକ ବଥକୁ ଡ୍ରେନ କରିବା ପାଇଁ ବାଣପୁର ଡାକ୍ତରଖାନାକୁ ଆସିଥିଲେ। ଡାକ୍ତର ବଥଟିକୁ…
ଶବ୍ଦ ଓଡିଶା ବ୍ୟୁରୋ: ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ। ମୃତ ଶିଶୁ ଜଣକ ହେଲା ଚିକୁ ନାଏକ।ଚିକୁ…
ଶବ୍ଦ ଓଡିଶା ବ୍ୟୁରୋ: କଟକ ଜିଲ୍ଲା ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଚାରିନଙ୍ଗଳଠାରେ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଏକ ପିକ୍ଅପ୍ ପଛରୁ ପିଟିବାରୁ ୩…