Mon. Nov 30th, 2026

Category: ଆଞ୍ଚଳିକ

ନିଜ ଖର୍ଚ୍ଚରେ ହନୁମାନ ମନ୍ଦିର ନିର୍ମାଣ କରି ଉଦାହରଣ ସାଜିଲେ ଯୁବକ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଲସାପଡା ଗ୍ରାମର ଲକ୍ଷ୍ମୀକାନ୍ତ ବାରିକ ନାମକ ଜଣେ ଯୁବକ ନିଜ ଖର୍ଚ୍ଚରେ ହନୁମାନ ମନ୍ଦିର ତୋଳି ଅଞ୍ଚଳରେ ଈଶ୍ୱର ଭକ୍ତିର ଏକ ଶ୍ରେଷ୍ଠ ପରାକାଷ୍ଠା ଦେଖାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ସମସ୍ତଙ୍କ…

ଝାରସୁଗୁଡ଼ାରେ ଚାଲିଛି ମତଦାନ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏହାପୂର୍ବରୁ ହୋଇଛି ମକ୍ ପୋଲ୍। ୪ଟି ବ୍ଲକ ଓ ଗୋଟିଏ ପୌରପରିଷଦରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମତଦାନ ସାବ୍ୟସ୍ତ କରୁଛନ୍ତି ୨ଲକ୍ଷ ୨୧ ହଜାର ୭୦ ଜଣ ଭୋଟର। ୧ ଲକ୍ଷ ୧୦…

ସମ୍ବଲପୁର ହିଂସା ସମ୍ପର୍କିତ ରିପୋର୍ଟ ଦେଲେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଶବ୍ଦ ଓଡିଶା ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ସମ୍ବଲପୁର ହିଂସା ସମ୍ପର୍କିତ ନିଜ ରିପୋର୍ଟ ପ୍ରଦାନ କଲା ବିଜେପି କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ । ବିଜେପିର ୩ ଜଣିଆ ଟିମ୍‌ ଆଜି ନୂଆଦିଲ୍ଲୀରେ ଅଧ୍ୟକ୍ଷ ନଡ୍ଡାଙ୍କୁ ଭେଟି…

ବାତ୍ୟାର ରୂପ ନେଇପାରେ ଅବପାତ

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହେଉଛି । ଏହା ଆଜି ବାତ୍ୟାର ରୂପ ନେଇପାରେ । ବଳ ଜୁଟାଇବା ସହ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାର…

ଫାଙ୍କା ଗୁଳି ଚଳାଇ ଆତଙ୍କ ସୃଷ୍ଟି: ନିଶାସକ୍ତ ଯୁବକ କାବୁ

ଶବ୍ଦ ଓଡିଶା ବ୍ୟୁରୋ: ଫାଙ୍କା ଗୁଳି ଚଳାଇ ଆତଙ୍କ ସୃଷ୍ଟି କଲା ନିଶାସକ୍ତ ଯୁବକ । ଭଦ୍ରକ ପୁରୁଣା ବଜାର ଉତ୍ତର ବାହିନୀ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି । ପୋଲିସ ଯୁବକକୁ କାବୁ କରି ଘଟଣାର ତଦନ୍ତ ଜାରି…

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ୧୧ ଓ ୧୨ତାରିଖ ଦୁଇ ଦିନ ଧରି ଦିଲ୍ଲୀରେ ରହିବେ । କେନ୍ଦ୍ର ସରକାରରେ ପଡ଼ିରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ସେ ସମୀକ୍ଷା କରିବେ । ତେବେ ଏହି…

ବିନା ରେଜୁଲେସନରେ ଅଙ୍ଗନବାଡି ସହାୟିକା ନିଯୁକ୍ତି ଦେଇଥିବା ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ପଞ୍ଚାୟତ ଅଧିନ କୋନ୍ଧିଓଡା ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ଗ୍ରାମର ବାସନ୍ତୀ ଓଟିକୁ କେନ୍ଦ୍ର କମିଟି ଏବଂ ଗ୍ରାମବାସୀଙ୍କୁ ନେଇ ଏକ ଚୟନ ବୈଠକ ସମୟରେ ପାଟିତୁଣ୍ଡ। ବୈଠକରେ ପାଟିତୁଣ୍ଡ ହେବାରୁ ବୈଠକ ବାତିଲ ହୋଇଥିଲା।…

ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଉତ୍ସବ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୁବ…

ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ଅଭିଯୋଗ ଦେବାପାଇଁ ଖୁବ କମ ସଂଖ୍ୟକ ଆବେଦନକାରୀ ପହଞ୍ଚିଥିଲେ। ପଂଚାୟତସ୍ତର ଦାୟିତ୍ବରେ ଥିବା ଅଥିକାରୀ ଓ…

ଚଳଚଞ୍ଚଳ ରଥଖଳା: ତିନି ରଥର ଅଖ ଅନୁକୂଳ

ଶବ୍ଦ ଓଡିଶା ବ୍ୟୁରୋ: ଚଳଚଞ୍ଚଳ ରଥଖଳା । ଅଖ ନିର୍ମାଣ ପାଇଁ ତିନି ରଥର ଗୋଟିଏ ଗୋଟିଏ ୪୦ଫୁଟିଆ ଅଖ କାଠର ଅନୁକୂଳ ପୂଜା ସମ୍ପନ୍ନ ହେବା ପରେ ୩ଟି ଅଖର ଦୁଇ ପାର୍ଶ୍ୱର ଗୋଲେଇ କାର୍ଯ୍ୟ ଜାରି ରହିଛି ।…