Sun. Nov 29th, 2026

Category: ଆଞ୍ଚଳିକ

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ୧୪୪ ଧାରା

ଶବ୍ଦ ଓଡିଶା ବ୍ୟୁରୋ: ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଜାରି ହୋଇଛି ୧୪୪ ଧାରା। ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବା ପାଇଁ ପ୍ରାଶସନ…

ଜଗତସିଂହପୁରରେ ଏସିଡ୍ ମାଡ, ପରିବାର ସ୍ୱାମୀ, ସ୍ତ୍ରୀ, ଝିଅ ଉପରେ ଆକ୍ରମଣ

ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁରରେ ଏସିଡ୍ ମାଡ । ପାରିବାରିକ ଗଣ୍ଡଗୋଳକୁ ନେଇ ଏସିଡ୍ ମାଡ କରାଯାଇଥିବା ସନ୍ଦେହ କରାଯାଇଛି । ଘଟଣାରେ ଆକ୍ରମଣକାରୀଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ଏକ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅ…

ଖରାରେ ସିଝୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୪ ସହର

ଶବ୍ଦ ଓଡିଶା ବ୍ୟୁରୋ: ଖରାରେ ସିଝୁଛି ସାରା ଓଡ଼ିଶା । ୪୦ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରହିଛି । ଆହୁରି ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗରେ ଆକଳନ କରିଛି । ଏପ୍ରିଲ ମାସରେ ଓଡ଼ିଶାର ଅନ୍ୟତମ ଥଣ୍ଡା…

ଝାରସୁଗୁଡା ଉପନିର୍ବାଚନ: ଟଙ୍କଧରଙ୍କ ନାମରେ ମୋହର ମାରିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନରେ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି ଦଳ । ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ଟଙ୍କଧରଙ୍କ ନାମରେ…

ରାଜ୍ୟରେ କ୍ଷୀପ୍ର ଗତି ମୁହାଁ କରୋନା ସଂକ୍ରମଣ ଗ୍ରାଫ୍

ରାଜ୍ୟରେ କ୍ଷୀପ୍ର ଗତି ଧରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ସମସ୍ତଙ୍କ ପାଇଁ ସର୍ତକର ଘଣ୍ଟି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୬୪ ଜଣ,…

କଲବଲ କରୁଛି ତାତି

ଅସହ୍ୟ ତାତିରେ ସିଝୁଛି ଓଡ଼ିଶା। ୪୦° ପାଖାପାଖି ଛୁଇଁଛି ତାପମାତ୍ରା। ଆଜି ରାଜଧାନୀ ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟ ଅଂଚଳରେ ମଧ୍ୟ ତାତିରେ ଅସ୍ତବ୍ୟସ୍ତ ହେଉଛନ୍ତି ସାଧାରଣ ଲୋକେ। ଭୁବନେଶ୍ୱର: ୩୯ ଡ଼ିଗ୍ରୀ ସମ୍ବଲପୁର: ୩୮ ଡ଼ିଗ୍ରୀ ଝାରସୁଗୁଡା:…

ଗାଁ ଠୁ ସହର ପାଳୁଛି ଛେନାପୋଡ଼ ଦିବସ

ଆଜି ହେଉଛି ବିଶ୍ୱ ଛେନାପୋଡ଼ ଦିବସ। ସବୁଠି ଛେନାପୋଡ଼ର ମହକରେ ମହକୁଛି ଗାଁ ଠୁ ସହର। ଦିନକୁ ଦିନ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି l ନୟାଗଡ଼ର ଛେନାପୋଡ଼ ଓଡିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି l ନୟାଗଡ଼…

ଇକମୋ ମେସିନ ସହାୟତାରେ ଯୁବକଙ୍କ ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

ଶବ୍ଦ ଓଡିଶା ବ୍ୟୁରୋ: କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା। ଦେବଗଡ଼ ଅଞ୍ଚଳର ୨୧ ବର୍ଷ ବୟସ ଯୁବକ ଲିଙ୍କୁ ଲୋହରଙ୍କର ଶ୍ୱାସ ନଳୀରୁ…

ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ

ଶବ୍ଦ ଓଡିଶା ବ୍ୟୁରୋ: ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ । ନିକଟରେ ଫିଲ୍ମ ପୁଷ୍ପା-୨ର ଏକ ୬ଜଣିଆ ସଦସ୍ୟ ବିଶିଷ୍ଟ ଟିମ ମାଲାକାନଗିରିର ହନ୍ତାଳଗୁଡା,…

ଆଜିଠୁ ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ପରୀକ୍ଷା ଖାତାଦେଖା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା । ଏଥିପାଇଁ ୧୦୪ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଖାତା ଦେଖାରେ ସାମିଲ ହେବେ ୧୫ ହଜାର ଅଧ୍ୟାପକ, ଅଧ୍ୟାପିକା । ପ୍ରଥମ…