Sun. Nov 29th, 2026

Category: ଆଞ୍ଚଳିକ

ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେବ ଡାକୋଟା

ଶବ୍ଦ ଓଡ଼ିଶା ବ୍ୟୁରୋ: ସର୍ବସାଧାରଣଙ୍କ ଉଦେଶ୍ୟରେ ଆଜି ଲୋକାର୍ପିତ ହେବ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡକୋଟା’ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

୩୮ ଡିଗ୍ରୀ ଉପରେ ୮ ସହର, ମାର୍ଚ୍ଚ ପହିଲାରୁ ଅସହ୍ୟ ତାତି

ଶବ୍ଦ ଓଡ଼ିଶା ବ୍ୟୁରୋ: ମାର୍ଚ୍ଚ ଆରମ୍ଭରୁ ସୂର୍ଯ୍ୟଙ୍କ ପ୍ରକୋପ ବଢିବାରେ ଲାଗିଛି । ସକାଳ ୮ଟାରୁ ଟାଣ ଖରା ଦେଖିବାକୁ ମିଳୁଥିବା ବେଳେ ଦିନ ୧୧ ଟା ସୁଦ୍ଧା ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଯାଉଛି ।…

ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡ଼ିଶା ବ୍ୟୁରୋ: ପଶ୍ଚିମ ଓଡ଼ିଶା ଗସ୍ତରେ ଆଜି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼, ନୂଆପଡା, କଳାହାଣ୍ଡି ଜିଲ୍ଲା ଗସ୍ତ କରିବା ସହ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି…

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ। ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ଆଜି ହେଉଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୭ତମ ଜନ୍ମ…

ଖଣିବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଟଙ୍କା ଖଣି, ଘରୁ ମିଳିଲା ନଗଦ କୋଟିଏ ଟଙ୍କା

ଶବ୍ଦ ଓଡ଼ିଶା ବ୍ୟୁରୋ: ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ ମିଳିଲା ନଗଦ କୋଟିଏ ଟଙ୍କା । କେନ୍ଦୁଝର ଶିରିସପାଳ ସ୍ଥିତ ତାଙ୍କ ପୈତୃକ ଘର, ଘସିପୁରାର ଶ୍ୱଶୁର ଘର, ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ଥିବା ବାସଭବନ…

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା! ଏସପି ଅଫିସ ଘେରିବ ବିଜେପି ଯୁବମୋର୍ଚ୍ଚା

ଶବ୍ଦ ଓଡ଼ିଶା ବ୍ୟୁରୋ: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଆଜି ବିଜେପି ସବୁ ଏସପି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ । ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି…

ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ତେଜିଲା ପ୍ରତିବାଦ, ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଶବ୍ଦ ଓଡ଼ିଶା ବ୍ୟୁରୋ: ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ବାରମ୍ବାର ରୋଷେଇ ଗ୍ୟାସ ଦର ବୃଦ୍ଧି କରି କେନ୍ଦ୍ର ସରକାର ରୋଷେଇ ଶାଳ ଉପରେ ମାଡ କରିଛନ୍ତି । ଜନ ଅସନ୍ତୋଷକୁ ନେଇ ଆଜି ରାଜଭବନ…

ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଳୁଛି ଜଙ୍ଗଲ

ଶବ୍ଦ ଓଡ଼ିଶା ବ୍ୟୁରୋ: ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଳୁଛି ଜଙ୍ଗଲ । ସବୁ ଜାଣି ଚୁପ ବସିଛି ବନ ବିଭାଗ । ଢେଙ୍କାନାଳ ସଦର ରେଞ୍ଜ ଅଧିନ ଗଦାଶିଳା ବିଟ ହାଉସ ଅନ୍ତର୍ଗତ ସିମିନଈ ଶାଳ ଜଙ୍ଗଲ ହୁତହୁତ ହୋଇ ଜଳୁଛି…

କଟକରେ ପୁଲିସ-ଅପରାଧୀ ଏନକାଉଣ୍ଟର, ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ

ଶବ୍ଦ ଓଡ଼ିଶା ବ୍ୟୁରୋ: କଟକରେ ପୁଲିସ-ଅପରାଧୀ ଏନକାଉଣ୍ଟର । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ । ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ଘଟିଥିବା ଫାରୁକ ହତ୍ୟାଘଟଣାର ଅଭିଯୁକ୍ତ ହେଉଛି ଶଙ୍କର। ରାଣୀହାଟ ଗୋପାଳ ସାହି ବାସିନ୍ଦା ଶଙ୍କର ଗ୍ୟାଙ୍ଗଷ୍ଟର…

କୋରାପୁଟରେ ମୃଦୁ ଭୂମିକମ୍ପ: ରିକ୍ଟର ସ୍କେଲର ତ୍ରୀବତା ୩ ଦଶମିକ ୮

ଶବ୍ଦ ଓଡ଼ିଶା ବ୍ୟୁରୋ: କୋରାପୁଟରେ ମୃଦୁ ଭୂମିକମ୍ପ । ସକାଳ ୫ଟା ୫ରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩ ଦଶମିକ ୮ । କୋରାପୁଟ ଆଖପାଖ ଅଞ୍ଚଳ ନାରାୟଣପାଟଣା ଓ ଲକ୍ଷ୍ମୀପୁର ସମେତ…