Sun. Nov 29th, 2026

Category: ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ,ପ୍ରସ୍ତାବିତ ବିଜ୍ଞାନ ବ୍ଲକର ଶିଳାନ୍ୟାସ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବ ବିଷ୍ଣୁପଦ ସେଠୀ,…

ଉଦ୍ୟାନ କୃଷି ତାଲିମ୍ କାର୍ଯ୍ୟକ୍ରମ ସମାପନ

ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଭୁବନେଶ୍ଵର ର କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ କେନ୍ଦ୍ର ଠାରେ ଚାଲିଥିବା ପାଞ୍ଚ ଦିନିଆ ଉଦ୍ୟମ କୃଷି ତାଲିମ୍ କାର୍ଯ୍ୟକ୍ରମ ଶେଷ ହୋଇଛି l ଆଜି ଅହି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ…

ଆଇନ ବୁଝାଇଲେ ଆଇନଜୀବୀ, ଚଇତିରେ ଆଇନ ସେବା ପ୍ରାଧିକରଣର ଷ୍ଟଲ

ରାୟଗଡା: (ଅଜିତେଶ ପଟ୍ଟନାୟକ) ରାୟଗଡା ଚଇତି ମହୋତ୍ସବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ତରଫରୁ ଜିସିଡି ହାଇସ୍କୁଲ ପଡିଆ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଦ୍ୱାରା ଏକ…

ବିଶ୍ୱକପ ପୁରୁଷ ହକି ଅବସରରେ ବାଣପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡିଶାରେ ଆୟୋଜିତ ବିଶ୍ୱକପ ପୁରୁଷ ହକି ପ୍ରତିଯୋଗିତାରେ କ୍ରୀଡା ଓ କ୍ରୀଡାବିତଙ୍କୁ ଉତ୍ସାହିତ କରିବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିସରରେ ବିଶ୍ୱକପକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ । ଖେଳର ସିଧାପ୍ରସାରଣ…

୯ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାରଙ୍କ ହାଇଲେଭଲ କ୍ଲିଅରାନ୍ସ କମିଟି ୯ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ସିଙ୍ଗଲ ୱିଣ୍ଡୋ ଜରିଆରେ ଏକ ଲକ୍ଷ ୫୩ ହଜାର ୭୫ କୋଟିର ପ୍ରକଲ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଅର୍ଚ୍ଚନା ନାଗ ଦେବେ ଆଇନ ପରୀକ୍ଷା। କୋର୍ଟଙ୍କୁ ମାଗିଲେ ଅନୁମତି।

ଶବ୍ଦ ଓଡିଶା ବ୍ୟୁରୋ: ଅର୍ଚ୍ଚନା ନାଗ ଦେବେ ପରୀକ୍ଷା। ଲ’ ପରୀକ୍ଷା ଦେବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଛନ୍ତି ଅର୍ଚ୍ଚନା । ସେ ଇଣ୍ଟିଗ୍ରେଟେଡ ଆଇନ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଛନ୍ତି । ଅନୁମତି ମିଳିବା ପରେ ଜେଲ ମାନୁଆଲ…

ଜନ୍ମମାଟି ଭୀମପୁରରେ ପାଳିଲା ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ

ଜନ୍ମମାଟିରେ ପାଇକ କବି କୃଷ୍ଣ ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ । ଅତିବଡ଼ି ସମ୍ମାନପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟରେ ପାଇକ କବି ଭାବରେ ପରିଚିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ଉତ୍ସବ ବାଣପୁରର ଭୀମପୁର ନିକଟବର୍ତ୍ତୀ ଜନ୍ମମାଟି ସାମନ୍ତରାପୁର ଶାସନର ଆରାଧ୍ଯ ଶ୍ରୀ…

ଲୋକ ମହୋତ୍ସବ ଚଇତି ଉଦଘାଟିତ,ଢାମ୍ପ,ଢୋଲରେ କମ୍ପିଲା ରାୟଗଡ଼

ରାୟଗଡ଼ା: (ଅଜିତେଶ ପଟ୍ଟନାୟକ ) ଖୁବ ଆଡ଼ମ୍ୱରର ସହ ଆରମ୍ଭ ହୋଇଛି ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ ଚଇତି । ମାଆ ମଝିଘରିଆଣି ମନ୍ଦିରରୁ ଆଜ୍ଞାମାଳ ନେଇ ଜିସିଡି ପଡିଆର ମୁଖ୍ୟ ମଞ୍ଚ ନିକଟକୁ ବାହାରି ଥିଲା ବିରାଟ ପଟୁଆର ।…

ବାସବାଗଲି ପାହାଡ ନିଲାମକୁ ବିରୋଧ,ବାଣପୁର ତହସିଲଦାରଙ୍କୁ ଅଭିଯୋଗ

ବାଣପୁର : ପରିବେଶ ସୁରକ୍ଷା ବଦଳରେ ସବୁଜ ପରିବେଶ ନଷ୍ଟ ପାଇଁ ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ତହସିଲ ଅଞ୍ଚଳର ବାସବଗଲି ପାହଡକୁ ଖଣି ଲିଜ୍ ଦିଆଯାଉଥିବା ନେଇ ଖବର ଆସିବା ପରେ ବିରୋଧ ମୁଣ୍ଡ…

ପିଜି ନାମଲେଖାରେ ଅନିୟମିତତା, ୨ ବିଶ୍ୱବିଦ୍ୟାଳୟ ଓ ୨୩ ଡିଗ୍ରୀ କଲେଜକୁ ନୋଟିସ୍

ଶବ୍ଦ ଓଡିଶା ବ୍ୟୁରୋ: ପିଜି ନାମଲେଖାରେ ଅନିୟମିତତା ଓ ସାମସ ସର୍ତ୍ତାବଳୀକୁ ଉଲ୍ଲଘଂନ ଅଭିଯୋଗରେ ରାଜ୍ୟ ସରକାର ୨ଟି ବିଶ୍ୱବିଦ୍ୟାଳୟ ଓ ୨୩ଟି ଡିଗ୍ରୀ କଲେଜକୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ପୂର୍ବରୁ ଚଳିତମାସ ୭ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା…