Sun. Nov 29th, 2026

Category: ଆଞ୍ଚଳିକ

ଗିନିଜ ବୁକ୍ ଅଫ୍ ରେକର୍ଡ୍ସରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଶବ୍ଦ ଓଡିଶା ବ୍ୟୁରୋ: ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ…

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ ୨୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରି ଆସୁଛନ୍ତି। ଏହି ଜାଗାରେ ଘର ବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା…

ପୁରାତନ ଛାତ୍ର ଆଲୁମିନି ଗଠନ ପାଇଁ  ଗୋଦାବରୀଶ ମହାବିଦ୍ୟାଳୟର ପ୍ରସ୍ତୁତି ବେଠକ

ଖୋର୍ଦ୍ଧା ଜିଲ୍ଲା ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ ଏକ ପୁରାତନ ଶିକ୍ଷା ଅନୁଷ୍ଠାନ । ୧୯୬୩ ମସିହାରେ ଏହାର ପ୍ରତିଷ୍ଠା ହୋଇଥିଲା । ଅଂଚଳର ଏକ ପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ମାନ୍ୟତାରେ ଅଗ୍ରଗତି ନାହିଁ । ନାକ୍ ର ନିର୍ଦ୍ଦେଶ କ୍ରମେ…

ରାୟଗଡାରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ, ଶ୍ରେଷ୍ଠତମ ଜିଲ୍ଳା ଭାବେ ଗଢି ତୋଳିବା ପାଇଁ ଆହ୍ୱାନ ଦେଲେ ଜିଲ୍ଲାପାଳ

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡାରେ ୭୪ ତମ ଗଣତନ୍ତ୍ର ଦିବସ ପାଳନ ହୋଇଛି । ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଜିଲ୍ଲାପାଳ ସ୍ୱଧାଦେବ ସିଂହ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।…

ରାୟଗଡାରେ ଟ୍ରାଫିକ ସମସ୍ୟା, ଝଞ୍ଜାବତୀ ପୋଲ ଉପରେ ଅନେକ ସମୟ ଧରି ଅଟକି ରହିଲା ଗାଡିମଟର ।

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡାରେ ଦେଖାଦେଉଛି ବ୍ୟାପକ ଟ୍ରାଫିକ ସମସ୍ୟା। ଗୁରୁବାର ଦିନ ମାଆ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଝଞ୍ଜାବତୀ ପୋଲ ଉପରେ ଉଭୟ ପଟୁ ଟ୍ରାଫିକ ଜାମ ଦେଖାଦେଇଥିଲା । ଗୁରୁବାର ସାଧାରଣତନ୍ତ୍ର ଦିବସ ଯୋଗୁ ଅନେକ ସମୟ ଧରି…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ବିଭିନ୍ନ ସ୍କୁଲ ଓ…

ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ଅପହରଣ ଓ ହତ୍ୟା ମାମଲାର ପର୍ଦ୍ଦାଫାଶ୍

ବାଣପୁର: ୩ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ରାଜ୍ୟବାସୀଙ୍କ ମନରୁ ଏଯାବତ ଲିଭିନଥିବା ବେଳେ ଆଜି ପୁଣି ବାଣପୁର ଥାନା ଅଞ୍ଚଳରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ କଲେଜ ପଢୁଆ…

ଆବାସ ଯୋଜନାରେ ଅନିୟମିତତା,ବାଣପୁର ବିଡିଓଙ୍କୁ ହିତାଧିକାରୀଙ୍କ ଅଭିଯୋଗ

ବାଣପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କ ନାଁ କୁ ଆବାସ ଯୋଜନା ଲିଷ୍ଟରୁ କାଟି ଅଯୋଗ୍ୟ ଲୋକଙ୍କୁ ଲିଷ୍ଟରେ ରଖିଥିବା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଓ ବିଜେପି ରାଜ୍ୟ…

ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କର ଦେହାନ୍ତ

ଶବ୍ଦ ଓଡିଶା ବ୍ୟୁରୋ: ଅଭିନେତା ମିହିର ଦାସଙ୍କ ପୁଅ ଅକ୍ଳାନ୍ତ ଦାସଙ୍କ ପରଲୋକ ହୋଇଛି । ଲିଭରଜନିତ ସମସ୍ୟା ପରେ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ । ତେବେ ସେଠାରେ ତାଙ୍କର ଦେହାନ୍ତ ହୋଇଛି । କଟକ ସତୀଚଉରାରେ ତାଙ୍କର…

ବାଲୁଗାଁ ଭେଙ୍କେଟେଶ୍ୱର ସ୍କୁଲରେ ୧୦ମ ବାର୍ଷିକ ବିଜ୍ଞାନ ମେଳା ପାଳିତ

ବାଣପୁର: ଚିଲିକା ବ୍ଲକ ର ବାଲୁଗାଁ ଏନ ଏଚ କଡରେ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ପାଳିତ ହୋଇଛି ୧୦ମ ବାର୍ଷିକ ବିଜ୍ଞାନ ମେଳା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୯୪ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ…