Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଅଭିନେତା ମିହିର ଦାସଙ୍କ ପୁଅ ଅକ୍ଳାନ୍ତ ଦାସଙ୍କ ପରଲୋକ ହୋଇଛି । ଲିଭରଜନିତ ସମସ୍ୟା ପରେ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ । ତେବେ ସେଠାରେ ତାଙ୍କର ଦେହାନ୍ତ ହୋଇଛି । କଟକ ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି । ଗତବର୍ଷ ଅଭିନେତା ମିହିର ଦାସଙ୍କର ପରଲୋକ ହୋଇଥିଲା । ଅକ୍ଲାନ୍ତ ମିହିର ଦାସଙ୍କର ସାନ ପୁଅ ।

Leave a Reply

Your email address will not be published. Required fields are marked *