Thu. Oct 15th, 2026

Category: Latest

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

କ୍ଷୁଦ୍ର ଜଳସେଚନ ବିଭାଗ ରାୟଗଡା ପକ୍ଷରୁ ଆଜି ପାଣି ପଞ୍ଚାୟତ ଦିବସ ଅଶୋକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଦୀପ ପ୍ରଜଳନ କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ…

ଫେବୃଆରୀରେ ଅଧିକ ବଢ଼ିବ ତାପମାତ୍ରା, ଚିନ୍ତାରେ ବୈଜ୍ଞାନିକ

ନିକଟରେ ବିଶ୍ଵ ତପାନକୁ ନେଇ ଫ୍ରାନ୍ସରେ ଏକ ଅଧ୍ୟୟନ କରାଯାଇଛି। ପଲ୍ ସବେଟିୟର୍ ବିଶ୍ୱବିଦ୍ୟାଳୟର ପରିବେଶ ବୈଜ୍ଞାନିକ ଆଡ୍ରେ ମିନିୟରଙ୍କ ନେତୃତ୍ୱରେ ହୋଇଥିବା ଏହି ଷ୍ଟଡିରୁ ଜଣା ପଡ଼ିଛି ଯେ ପୃଥିବୀର ଉଷ୍ମତା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।…

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର

ଚିତା ପ୍ରୋଜେକ୍ଟ ପାଇଁ ଖୁସି ଖବର ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ୩ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି। ‘କୁନୋର ନୂଆ ଛୁଆ!…

ଭିନ୍ନ ଢଙ୍ଗରେ ରାମଲାଲଙ୍କୁ ସ୍ବାଗତ କଲେ ଯଶୋଦା ମାଆ ଫାଉଣ୍ଡେସନ କର୍ମକର୍ତ୍ତା

ଶ୍ରୀ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସାରା ଭାରତବର୍ଷରେ ଆନନ୍ଦ ଉଲ୍ଲାସ ସହିତ ପାଳିନ କରାଯାଇଥିବା ବେଳେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ଏକ ଭିନ୍ନ ଧରଣରେ ପାଳନ କରାଯାଇଛି । ଗରିବ ଅଭାବୀ ଓ ଅନାଥ ଛାତ୍ରଛାତ୍ରୀମାନଙ୍କୁ ଅମର କୁମାର…

୧୧ ଦିନର ଉପବାସ ଭାଙ୍ଗିଲେ ମୋଦି

ଅଯୋଧ୍ୟାରେ ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୧୧ ଦିନର ଉପବାସ ଭାଙ୍ଗିଛନ୍ତି। ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ ‘ଚରଣାମୃତ’ ଖୁଆଇ ତାଙ୍କର ଉପବାସ ଭଙ୍ଗ କରିଛନ୍ତି।ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ…

ଭାଗ୍ୟବାନ ଯୋଗୀରାଜ

ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସାରିଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ‘ସ୍ବପ୍ନ ସାକାର ହେବା’ ଭଳି। ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜ ମଧ୍ୟ ଏହି ଅବସରରେ ବହୁତ ଖୁସି ଅଛନ୍ତି। ମୁଁ ପୃଥିବୀର…

ଗୁଗୁଲ ଟ୍ରେଣ୍ଡସ୍‌ରେ କେବଳ ରାମ ହିଁ ରାମ

ଆଜି ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଛି। ରାମଲାଲା ରାମ ମନ୍ଦିରର ଗର୍ଭ ଗୃହରେ ବସିଛନ୍ତି। ଯେଉଁଠାରେ ତାଙ୍କର ଆରତୀ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି…

୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟେଇ ଜନ୍ମ ସ୍ଥାନକୁ ଫେରିଲେ ପ୍ରଭୁ ଶ୍ରୀ ରାମ

ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ପ୍ରାଣ…

ଇଡି ସହ ଲୁଚକାଳି ଖେଳୁଛନ୍ତି ନେତା

ED ରାଜନେତାଙ୍କ ଚାଲିଛି ଲୁଚକାଳି ଖେଳ। ଗୋଟିଏ ପଟେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଉଗୋଟିଏ ପଟେ ବିଭିନ୍ନ ମୁଣ୍ଡିଆଳ ନେତାଙ୍କୁ ଇଡିର ଡାକରା ଚିନ୍ତା ବଢେଇଛି। ଗତ କିଛି ଦିନ ହେବ ଇଡି ସହ ଲୁଚକାଳି ଖେଳୁଛନ୍ତି ନେତା।…

ମା’ଙ୍କ ଆଶୀର୍ବାଦ ନେଲେ ଗଛ ଡାକ୍ତର

ନିଆଳି ପୋହଳ ଗ୍ରାମର ଗ୍ରାମଦେବୀ ମା ନିଘେଁଇ ଠାକୁରାଣୀଙ୍କର ମନ୍ଦିର ଓ ପାର୍ଶ୍ଵଦେବୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି…