Thu. Oct 15th, 2026

Category: Latest

ଶିବମୟ ଗୁମ୍ଫା-କୁଟୁଣୀପଦର

କିଏ ଦେଇଥିଲା ନାଆଁ,କିଏ କରୁଥିଲା ପୁଜା,ଜଙ୍ଗଲ ଭିତରେ ଅନ୍ଧାର କୋଠରୀକିଏ ଥିଲା ଏଠି ରାଜା !!କୋରାପୁଟରୁ କାକିରୀଗୁମା ୨୨ କିମି ଓ ଦାମନଯୋଡିରୁ ୧୯ କିମି। କାକିରୀଗୁମାରୁ ରାୟଗଡ଼ା ଆଡ଼କୁ ପ୍ରଥମ ଘାଟି ଉଠି ଆସିଲେ ପଡ଼ିବ କୁସୁମ ଗୁଡ଼ା; ମାତ୍ର…

କୁମ୍ଭୀର ପ୍ରଜନନ ହ୍ରାସ ଆଶଙ୍କା

କୁମ୍ଭୀର ପ୍ରଜନନ ହ୍ରାସ ଆଶଙ୍କା । ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନ ବଉଳା କୁମ୍ଭୀରର ଅନ୍ତୁଡିଶାଳ । ଏବେ ଚାଲିଛି କୁମ୍ଭୀର ପ୍ରଜନନ ଋତୁ । ସାଧାରଣତ ମିଳନ ପରେ ମା କୁମ୍ଭୀର ମେ ମାସ ପରେ ବସା ତିଆରିକରି ଅଣ୍ଡାଦାନ କରିଥାଏ…

ଟିକା ଭୟରେ ଗାଁରେ ତାଟି କବାଟ

ରାୟଗଡା : କରୋନା ଟିକା ନେବା ଭୟରେ ଗାଁରେ ପଡିଲା ତାଟି କବାଟ । ସହରା ହେଉ ବା ଗାଁ ସବୁଠି କରୋନା ଟିକା ନେବା ପାଇଁ ଲମ୍ବା ଧାଡି ଦେଖିବାକୁ ମିଳୁଛି । କିନ୍ତୁ କରୋନା ଟିକା ଭୟରେ ଗାଁରେ…

ଗଙ୍ଗାରେ ଭାସୁଥିବା ଶବ କରୋନା ପଜିଟିଭ?

ଗଙ୍ଗାରେ ଭାସୁଥିବା ଶବ କରୋନା ପଜିଟିଭ? ଏହାର ସତ୍ୟତା ଜାଣିବା ପାଇଁ ବିହାର ସରକାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ଗଙ୍ଗାରେ ଦିନ ଦିନ ଧରି ଶବ ଭାସୁଛି । କରୋନାରେ ଆକ୍ରାନ୍ତ ହୋଇ ରୋଗୀର ମୃତ୍ୟୁ…

ଶିବାନୀ- ଦ୍ୱିତୀୟ ଇଶ୍ୱର

ଡାକ୍ତର ଶିବାନୀ । ତାଙ୍କ କର୍ତ୍ତବ୍ୟ ପରାୟଣତାକୁ ଦେଖିଲେ ଆପଣ ମଧ୍ୟ ସାଲ୍ୟୁଟ ମାରିବେ । ନିଜକୁ ବିପଦରେ ପକାଇ ଅନ୍ୟ ମୁହଁରେ ଖସ ଫୁଟାଇବା ପାଇଁ ଚଳାଇଛନ୍ତି ଉଦ୍ୟମ । ଜାମ୍ମୁ-କାଶ୍ମିରୀ କାଠୱା ଜିଲ୍ଲା ଳଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର…

ଏଲଓସିରେ ସେନାର ଟୀକାକରଣ

କେବଳ ଶତ୍ରୁ ଉପରେ ନଜର ରଖେ ନାହିଁ ଭାରତୀୟ ସେନା । ଅପହଞ୍ଚ ଇଲାକାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଯବାନମାନେ ନଜର ରଖିଥାନ୍ତି । କରୋନା ମହାମାରୀ ସମୟରେ ଟିକାକରଣ ପାଇଁ ସହଯୋଗର ହାତ ବଢାଇଲା ଭାରତୀୟ ସେନା ।…

ଡାକରେ ଯାଉଛି ଚିତାଭଷ୍ମ

ପ୍ରୟାଗରାଜ : କୋଭିଡରେ ମୃତ ଲୋକଙ୍କ ପରିବାରକୁ ଆସ୍ୱସ୍ତି ଦେବାକୁ ଭାରତୀୟ ଡାକ ବିଭାଗ ଆଗେଇ ଆସିଛି । କୋଭିଡରେ ମୃତ ବ୍ୟକ୍ତିଙ୍କୁ ଗଙ୍ଗାକୂଳରେ ଦାହ କରାଯାଉଛି । ଚିତ୍ତାଭସ୍ମ ନ ପାଇ ପରିବାର ଓ ଆତ୍ମୀସ୍ୱଜନ କ୍ରିୟାକର୍ମ ବେଳେ ଅସୁବିଧାରେ…

ସିଂହ ପରେ ହାତୀର କୋଭିଡ଼ ଟେଷ୍ଟ

ଚେନ୍ନାଇ : କରୋନାର ଦ୍ୱିତୀୟ ଲହର ଖାଲି ମଣିଷ ସମାଜକୁ ପ୍ରଭାବିତ କରିନି, ପଶୁଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଛି । ମଣିଷ ଶରୀରୁ ଏହା ଜୀବଜନ୍ତୁଙ୍କୁ ବ୍ୟାପୁଥିବାରୁ ଦେଶର ସମସ୍ତ ଚିଡିଆଖାନାକୁ ବନ୍ଦ କରିଦିଆଯାଇଛି । ପର୍ଯ୍ୟଟକମାନଙ୍କ ପାଇଁ ଚିଡିଆଖାନା…

ମାଟି କାମୁଡି ମରିଗଲା ଅଞ୍ଜଳି

ରାଜସ୍ଥାନରୁ ଆସିଲା ହୃଦୟଥରା ଦୃଶ୍ୟ । ମରୁଭୂମିରେ ପାଣି ନପାଇ ଗଲା ୬ବର୍ଷ ନାତୁଣୀର ଜୀବନ । ମରଣମୁହଁରୁ ଆଈଙ୍କୁ ବଂଚାଇଲେ ସ୍ୱେଚ୍ଛାସେବୀ ଓ ପୋଲିସ । ଏ ଘଟଣା,ଏ ଦୃଶ୍ୟ ଆମ ଦେଶର । ବିଜେପି ଶାସିତ ରାଜସ୍ଥାନର ଦୃଶ୍ୟ…

ଶରୀରରେ ୩୨ ଥର ରୂପ ବଦଳାଇଛି କୋରନା

କରୋନା ଭୂତାଣୁ ସଂକ୍ରମିତଙ୍କ ଶରୀରରେ ରୂପ ବଦଳାଇପାରେ । ଥରେ କି ଦୁଇଥର ନୁହେଁ, ୩୨ଥର ରୂପ ବଦଳାଇପାରେ କରୋନ । ଏଭଳି ଘଟଣା ଦକ୍ଷିଣ ଆଫ୍ରିକାରେ ଘଟିଛି । ଜଣେ ଜଣେ ଏଚ୍ଆଇଭି ସଂକ୍ରମିତ ମହିଳାଙ୍କ କ୍ଷେତ୍ରରେ ଘଟିଛି ।…