ଶିବାନୀ- ଦ୍ୱିତୀୟ ଇଶ୍ୱର

ଡାକ୍ତର ଶିବାନୀ । ତାଙ୍କ କର୍ତ୍ତବ୍ୟ ପରାୟଣତାକୁ ଦେଖିଲେ ଆପଣ ମଧ୍ୟ ସାଲ୍ୟୁଟ ମାରିବେ । ନିଜକୁ ବିପଦରେ ପକାଇ ଅନ୍ୟ ମୁହଁରେ ଖସ ଫୁଟାଇବା ପାଇଁ ଚଳାଇଛନ୍ତି ଉଦ୍ୟମ । ଜାମ୍ମୁ-କାଶ୍ମିରୀ କାଠୱା ଜିଲ୍ଲା ଳଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶିବାନୀ । ଶିବାନୀ ୮ମାସର ଗର୍ଭବତୀ । କରୋନା ମହାମାରୀ ସମୟରେ ସେ ନିଜ ଜୀବନକୁ ବିପଦରେ ପକାଇ ରୋଗୀଙ୍କ ସେବା କରୁଛନ୍ତି । ରୋଗୀ ଯେତେବେଳେ ଡାକିବେ ଡାକ୍ତର ସଂଗେ ସଂଗେ ତାଙ୍କ ପାଖରେ ହାଜର ହୋଇଯାଆନ୍ତି । ଡାକ୍ତର ଶିବାନୀଙ୍କ କର୍ତ୍ତବ୍ୟ ପରାୟଣତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

You May Also Like

More From Author

+ There are no comments

Add yours