୪୦୦ ଦିନର ଲାଭକାରୀ ଏଫ୍ଡି ସ୍କିମ୍ର ଡେଡଲାଇନ୍ ବଢ଼ାଇଲା ଏସ୍ବିଆଇ
ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଏସ୍ବିଆଇ(ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଏହାର ସ୍ଵତନ୍ତ୍ର ଏଫ୍ଡି ଯୋଜନା ‘ଅମୃତ କଳସ ସ୍କିମ୍’ରେ ପୁଞ୍ଜି ନିବେଶର ସମୟ ସୀମାକୁ ପୁଣି ଥରେ ବୃଦ୍ଧି କରିଛି। ଅଗଷ୍ଟ ୧୫ରେ ଏହା ଶେଷ ହେବାକୁ ଥିବା…