ଖଣ୍ଡଗିରି ବାରିରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଖଣ୍ଡଗିରି ବାରିରେ ହତ୍ୟାକାଣ୍ଡ । ଘର ଭିତରୁ ବୃଦ୍ଧାଙ୍କ ମୃତ ଶରୀର ଉଦ୍ଧାର କଲା ପୋଲିସ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେହିପରି ବୋହୁକୁ ଅଚେତ୍ ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘରେ ମୃତ ବୃଦ୍ଧା, ତାଙ୍କ ସାନ ପୁଅ ଓ ବୋହୁ ରହୁଥିଲେ ।

You May Also Like

More From Author

+ There are no comments

Add yours